• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ପୁରୀ(ମଧୁସୂଦନ ମିଶ୍ର): ଆଜି ଦୋଳ ପୂର୍ଣ୍ଣିମା। ଏଥିପାଇଁ ଗାଁରୁ ସହର ଚଳଚଞ୍ଚଳ ହୋଇଉଠିଛି। ଦୋଳ ଉତ୍ସବରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି।

ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୩ଟାରେ ଦ୍ୱାର ଫିଟା, ମହାପ୍ରଭୁଙ୍କ ମଙ୍ଗଳ ଆରତି ଭୋର୍ ୪ଟାରେ, ଅବକାଶ ସକାଳ ୫ଟା ୧୫ରେ, ସର୍ବାଙ୍ଗ, ନୂଆଲୁଗା ଲାଗି ୬ଟା ୩୦ରେ ଅନୁଷ୍ଠିତ ହୋଇଛି। ସୁନାବେଶ ସକାଳ ୮ଟାରୁ ୯ଟା ୩୦ ଭିତରେ କରାଯିବ।

ସେହିପରି ଶ୍ରୀମନ୍ଦିର ଭିତରେ ଅନ୍ୟାନ୍ୟ ନୀତି ପରେ ଦୋଳ ଉତ୍ସବ ପାଇଁ ଦୋଳଗୋବିନ୍ଦ, ଲକ୍ଷ୍ମୀ ସରସ୍ୱତୀ ଦୋଳବେଦିକୁ ବିଜେ କରିବାର ନିର୍ଘଣ୍ଟ କରାଯାଇଛି।

Dola-purnima-in-jagannath-temple
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories