ମାଲିକକୁ ବଞ୍ଚାଇବା ପାଇଁ ନାଗ ସହ ପୋଷା କୁକୁରର ଫାଇଟ୍‌

ରାୟଗଡ଼ା: ସାପ କବଳରୁ ମାଲିକଙ୍କୁ ରକ୍ଷା କଲା କୁକୁର। ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଡିମ୍ବିରିଗୁଡ଼ା ଗାଁରେ ଘଟିଛି ଏଭଳି ଘଟଣା। ଗାଁର ମଦନ ଶବର ଏବଂ ତାଙ୍କ ପତ୍ନୀ ନିଜ କଦଳୀ ବାଡ଼ିକୁ ଯିବାବେଳେ ଏକ ବିଷଧର ନାଗସାପ ହାବୁଡ଼ରେ ପଡ଼ିଯାଇଥିଲେ। ଠିକ୍ ଏହି ସମୟରେ ମଦନଙ୍କ ପୋଷା କୁକୁର କାଳିଆ ସାମ୍ନାକୁ ଆସି ସାପ ସହ ଲଢ଼େଇ କରିଥିଲା।

ପ୍ରାୟ ୧୫ ମିନିଟ୍ କାଳ ଉଭୟ ସାପ ଏବଂ କାଳିଆ ମଧ୍ୟରେ ଲଢ଼େଇ ଚାଲିଥିଲା। ଶେଷରେ ସାପଟିକୁ ମାରିଦେଇଥିଲା ପୋଷା କୁକୁର। ଆଉ ବହୁତ ବଡ଼ ବିପତ୍ତିରୁ ମଦନ ଏବଂ ତାଙ୍କ ପତ୍ନୀଙ୍କୁ ବଞ୍ଚାଇଦେଲା କୁକୁର କାଳିଆ। ବଡ଼ କଥା ହେଉଛି, ସାପ ସହ ଲଢ଼େଇ ପରେ ବି କାଳିଆର କୌଣସି କ୍ଷତି ହୋଇନି।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like