ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆର୍‌ଟିଓ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆର୍‌ଟିଓ  ଦିବାକର ସିଂ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦିବାକରଙ୍କ ଢେଙ୍କାନାଳରେ ଥିବା ଭଡାଘର, ମୟୂରଭଂଜର ନିଜଘର, ଭୁବନେଶ୍ୱର ଓ ବାଲେଶ୍ୱର ଘରେ ମଧ୍ୟ ଚଢଉ କରାଯାଉଛି।

ପୂର୍ବରୁ ଢେଙ୍କାନାଳରେ ଆର୍‌ଟିଓ ଥିବା ବସନ୍ତ କୁମାର ବେହେରା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ।

You might also like