PGCIL ଟାୱାରର ମରାମତି କାର୍ଯ୍ୟକୁ ତଦାରଖ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ବାତ୍ୟାରେ ଭାଙ୍ଗିଯାଇଥିବା ପାୱାର ଗ୍ରୀଡ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ ଲିମିଟେଡ (PGCIL) ଟାୱାରର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ବିଦ୍ୟୁତ୍‌ ବିଭାଗର ଇଞ୍ଜିନିୟରମାନେ ଜୋରସୋରରେ ଏହି କାମରେ ଲାଗିଛନ୍ତି।

PGCIL ଡାଇରେକ୍ଟର ସୀମା ଗୁପ୍ତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସେହି ସ୍ଥାନକୁ ଯାଇ କାମର ତଦାରଖ କରିଛନ୍ତି। ଆସନ୍ତାକାଲି ସୁଦ୍ଧା ଏହି ଟାୱାର କାର୍ଯ୍ୟକ୍ଷମ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

You might also like