୬ ଲେନ୍‌ ଜାତୀୟ ରାଜପଥ ପାଇଁ ଭୂମିପୂଜନ

ଭୁବନେଶ୍ୱର: ୬ ଲେନ୍‌ ବିଶିଷ୍ଟ ଜାତୀୟ ରାଜପଥ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୂମିପୂଜନ କରିଛନ୍ତି। ‘ଭଦ୍ରକ-ବାଲେଶ୍ୱର, ଟାଙ୍ଗୀ-ଭୁବନେଶ୍ୱର, ଚଣ୍ଡିଖୋଲ-ଭୁବନେଶ୍ୱର ରାସ୍ତା ୬ ଲେନ୍ ବିଶିଷ୍ଟ ହେବ ।

ଭୁବନେଶ୍ୱର ଖଣ୍ଡଗିରିରେ ଆଜି ଏହି ସବୁ ପ୍ରକଳ୍ପର ଭୂମିପୂଜନ କରାଯାଇଛି। ସେହିପରି ବାଲିକୁଦା, ଶିଖରପୁର, ବଡ଼ଚଣାରେ ଭୂତଳ ବ୍ରିଜ୍ ନିର୍ମାଣ ହେବ। ମୋଟ୍ ୧୧୯.୫ କିମି NH ପାଇଁ ୨୦୬୭.୫୦ କୋଟି ବ୍ୟୟ ଅଟକଳ କରାଯାଇଛି। ଏହି ଅବସରରେ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।

You might also like