ଆଜି ବଡ଼ଓଷା

କଟକ: ଆଜି ବଡ଼ଓଷା। ଏଥିପାଇଁ ଆଠଗଡ଼ର ଧବଳେଶ୍ୱରଙ୍କ ପୀଠ ଉତ୍ସବମୁଖର। ବଡ଼ଓଷା ଅବସରରେ ଆଜି ଗଜଭୋଗ ଓ ତରଣ ଲାଗି ହେବ। ଅାଜି ସକାଳରୁ ଦ୍ୱାର ଫିଟା ଯାଇ ମଙ୍ଗଳ ଅାଳତୀ, ମଇଲମ ପରେ ଭକ୍ତମାନେ ଦର୍ଶନ କରିଥିଲେ।

ବଡ଼ଓଷାରେ ଧବଳେଶ୍ୱରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୨୫ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ ହୋଇଛି।

ଝୁଲାପୋଲ ଓ ମଞ୍ଚେଶ୍ୱର ଡଙ୍ଗାଘାଟରେ ବ୍ୟାରିକେଡ୍ କରାଯାଇଛି।

You might also like