• translate
Minati Mishra

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପଞ୍ଚମ ଇନିଂସର ଶୁଭାରମ୍ଭ କରିଛନ୍ତି। ଆଜି ଏକ ଭବ୍ୟ ସମାରୋହରେ ୨୦ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରଛନ୍ତି ମୁଖ୍ୟମନ୍ତ୍ରୀ । ଶପଥ ଗ୍ରହଣ ଉତ୍ସବ ପରେ ମନ୍ତ୍ରୀମାନଙ୍କୁ ମିଳିଛି ସେମାନଙ୍କ ବିଭାଗ। ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ୱ।

୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ-ଗୃହ, ସାଧାରଣ ପ୍ରଶାସନ ଓ ଅନ୍ୟାନ୍ୟ ବିଭାଗ

୨-ରଣେନ୍ଦ୍ର ପ୍ରତାପ ସ୍ୱାଇଁ- ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ

୩-ପ୍ରଫୁଲ୍ଲ ମଲ୍ଲିକ-  ଖଣି ଇସ୍ପାତ୍, ପୂର୍ତ୍ତ ବିଭାଗ, ଗୃହ ବିଭାଗର ରାଜ୍ୟପାହ୍ୟା ଦାୟିତ୍ୱ

୪-ନିରଞ୍ଜନ ପୂଜାରୀ- ଅର୍ଥ ଓ ଅବକାରୀ ବିଭାଗ

୫-ପ୍ରତାପ ଜେନା- ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ବିଭାଗ

୬-ସୁଶାନ୍ତ ସିଂ- ଗ୍ରାମ୍ୟ ଉନ୍ନୟନ ଶ୍ରମ ବିଭାଗ

୭-ନବକିଶୋର ଦାସ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

୮-ଟୁକୁନି ସାହୁ-ମହିଳା ଓ ଶିଶୁ ବିକାଶ ବିଭାଗ

୯-ଅରୁଣ ସାହୁ- କୃଷି, ମତ୍ସ୍ୟ, ପଶୁସମ୍ପଦ ଓ ଉଚ୍ଚଶିକ୍ଷା ବିଭାଗ

୧୦-ସୁଦାମ ମାରାଣ୍ଡି- ରାଜସ୍ୱ, ବିପର୍ଯ୍ୟୟ ପ୍ରଶମନ

୧୧-ବିକ୍ରମ କେଶରୀ ଆରୁଖ- ଜଙ୍ଗଲ ଓ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ

 

Other Stories