• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Deogarh

Murder
ବିଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର; ହତ୍ୟା ପରେ ପୋତିଦେଇଥିବା ସନ୍ଦେହ

ସ୍ଥାନୀୟ ଲୋକ ଛେଳି ଚରାଇ ଯାଇଥିବା ବେଳେ ମାଟି ଭିତରୁ କୁକୁର ଶବ ବାହାର କରୁଥିବା ଦେଖିବାକୁ ପାଇଥିଲେ ।

Forest dept officials seize two elephant tusks from Deogarh
ହାତୀଦାନ୍ତ କାରବାର ଲିଙ୍କରେ ଗହଣା ବ୍ୟବସାୟୀ; ୩ ଜଣଙ୍କୁ ବାନ୍ଧିଲା ବନବିଭାଗ

ଗିରଫଙ୍କ ଭିତରେ ଜଣେ ଗହଣା ବ୍ୟବସାୟୀ ଥିବା ସୂଚନା ମିଳିଛି । ହାତୀ ଦାନ୍ତ କେଉଁଠୁ ଆଣିଲେ, କାହାକୁ ବିକ୍ରି ହୋଇଥାନ୍ତା ସେ ନେଇ ଖୋଳତାଡ ଚାଲିଛି ।

Elephant Attack
ମାତିଲା ଦନ୍ତାହାତୀ; ନେଲା ୨ଜଣଙ୍କ ଜୀବନ

ମୃତକମାନେ ହେଲେ ସୁରୁବାଲି କିସାନ ଓ ଖଇରି କିସାନ । ଗତ ବିଳମ୍ବିତ ରାତିରେ କାନ୍ଥ ଭାଙ୍ଗି ଘର ଭିତରେ ପଶିଥିଲା ଦନ୍ତା ହାତୀ ।

Odisha Weather
କମିଲା ତାପମାତ୍ରା; ରାଜ୍ୟରେ ଆଗାମୀ ୭ ଦିନ ଯାଏଁ ଶୁଖିଲା ପାଗ

ମେଘ ହଟିବା ସହ ପାଗ ଶୁଖିଲା ରହୁଥିବାରୁ ଉତ୍ତର ଓଡ଼ିଶାରେ ତାପମାତ୍ରା କମିବ । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଭଳି ଜିଲ୍ଲାରେ ରାତିର ତାପମାତ୍ରା କମିବ ।

kidnapping case
ଦେବଗଡ଼ରୁ ଅପହୃତ ହୋଇଥିବା କୁନି ଝିଅ ସୁନ୍ଦରଗଡ଼ରୁ ଉଦ୍ଧାର

ସୁନ୍ଦରଗଡ଼ ବଡ଼ଗାଁ ରାସ୍ତାକଡ଼ରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା କୁନି ଝିଅ ଉଦ୍ଧାର ହୋଇଛି ।

Puri Darshan for Devotees in Puri Srimandir
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉଦ୍ଭଟ ଯୁକ୍ତି , ଦର୍ଶନ ପାଇଁ ନଆସନ୍ତୁ ବୟସାଧିକ ଓ ରୋଗାକ୍ରାନ୍ତ ବ୍ୟକ୍ତି

ପ୍ରବଳ ଭିଡ଼ ହେଉଥିବାରୁ ନଆସିବାକୁ ଅନୁରୋଧ କଲେ...ଯେଉଁଠି ଥାଇ ଡାକିଲେ ଭଗବାନ ସେମାନଙ୍କ କଥା ଶୁଣିବେ...ଅତ୍ୟଧିକ ଆଗ୍ରହ ଦେଖାଇ ଭିଡ଼ ଭିତରକୁ ନପଶିବାକୁ ଅନୁରୋଧ...

Heavy Rainfall Alert Till Oct 3 In Odisha
ଆଜିଠୁ ୩ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ ଘନୀଭୂତ ହୋଇ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୁହାଁ ହେବା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଉତ୍ତର ଓଡ଼ିଶାର ଜିଲ୍ଲା  ଗୁଡିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି। 

Twin low pressure areas
ଆସୁଛି ବଡ଼ ବର୍ଷା ! ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

rainfall
୯ ଜିଲ୍ଲାରେ ଛେଚିବ ! ବିଜୁଳି, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା

ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ... ଆସନ୍ତାକାଲି ସାମାନ୍ୟ କମିବ ବର୍ଷାର ପରିମାଣ

Heavy Rainfall Alert To 10 Districts Of Odisha
ଆଜି ୧୦ ଜିଲ୍ଲାରେ ପ୍ରବଳ ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ...

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି। ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

Heavy rain lashes in twin city
ଅସରାଏ ବର୍ଷାରେ ଉବୁଟୁବୁ ଟ୍ୱିନ୍‌ ସିଟି: ପ୍ରବଳ ବର୍ଷା ସମ୍ଭାବନା ନେଇ ୧୮ ଜିଲ୍ଲାକୁ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପାଣି ଲହଡ଼ି ମାରୁଛି।

Rain Alert To Various Districts Of Odisha
ଆଜି ବି ପ୍ରବଳ ବର୍ଷିବ ! ଏହିସବୁ ଜିଲ୍ଲାକୁ ସତର୍କ ସୂଚନା...

ଲଘୁଚାପ ପ୍ରଭାବରେ ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

Odisha Weather News
ସକ୍ରିୟ ହୋଇଛି ଘୂର୍ଣ୍ଣିବଳୟ, ନେଇପାରେ ଲଘୁଚାପର ରୂପ

୩ ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଏଥି ପାଇଁ ଅତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ କୁହାଯାଇଛି ।

Road Problem
ରାସ୍ତା ନୁହେଁ ବିଲ ! କେବଳ ଦରକାର ବଳଦ...ଲଙ୍ଗଳ

ଗାଁକୁ ଯିବ ତ କଚଡେ ଖାଇବ...ଆଣ୍ଠୁଏ କାଦୁଅରେ ଘାଂଟି ହେବ । ସାଇକେଲ୍‌ରେ ବସି ନୁହେଁ ବରଂ କାନ୍ଧରେ ବୋହି ଘରକୁ ଯାଉଛନ୍ତି ଲୋକେ । ଜାଣିଛନ୍ତି କି ଏ ବିଶ୍ୱସ୍ତରୀୟ ରାସ୍ତା କୁଆଡୁ କୁଆଡୁକୁ ଯାଇଛି ?

Heavy Rainfall Alert To 5 Districts Of Odisha
ଆଜିଠୁ ପୁଣି ୫ ଦିନ ଯାଏ ବର୍ଷିବ ! ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆଜିଠାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଏକାଧିକ ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Low pressure likely over Bay of Bengal around August 18
୧୮ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା

ଆସନ୍ତା ୧୮ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। 

Alert issued to various states as Odisha to witness incessant rainfall from today
ଆଜିଠୁ ପୁଣି ଭିଜାଇବ ବର୍ଷା ! ଏହିସବୁ ଜିଲ୍ଲାକୁ ସତର୍କ ସୂଚନା...

ଗତ କିଛି ଦିନ ଧରି ଶୁଖିଲା ପାଗ ରହି ଥିବାବେଳେ ଆଜିଠୁ ପୁଣି ଥରେ ବର୍ଷା ଆରମ୍ଭ ହୋଇପାରେ। ଆଜି ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରୋ

Red alert in parts of Odisha
ପ୍ରବଳରୁ ଅତି ପ୍ରବଳ ବର୍ଷିବ, ୧୦ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ତଳିଆ ଅଞ୍ଚଳରେ ପାଣି ଜମିବା ସହ ଫ୍ଲାସ୍ ଫ୍ଲଡ୍‌ ଆଶଙ୍କା ମଧ୍ୟ ରହିଛି

Heavy Rainfall Alert To 4 Districts Of Odisha
ରୁହନ୍ତୁ ସତର୍କ ! ଅତି ପ୍ରବଳ ବର୍ଷା ସମ୍ଭାବନା, ଏହିସବୁ ଜିଲ୍ଲାକୁ ୱାର୍ଣ୍ଣିଂ...

ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଅତି ପ୍ରବଳ ବର୍ଷା ହେବର ସମ୍ଭାବନା ରହିଛି। ଏନେଇ ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

Today Very To Very Heavy Rainfall In 3 Districts Of Odisha
ଆଜି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଆଜି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ୧୪ଟି ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Snake bite
ଶୋଇଥିବା ବେଳେ କାମୁଡ଼ିଲା ସାପ, ୨ ଭାଇ ମୃତ

ରାତିରେ ଘର ଚଟାଣରେ ଶୋଇଥିଲା ବେଳେ ଚିତି ସାପ କାମୁଡ଼ିଲା । ମୃତ ୨ ଭାଇଙ୍କ ବୟସ ୧୪ ବର୍ଷ ଓ ୮ ବର୍ଷ ସୂଚନା । ତେବେ ସାପ କାମୁଡ଼ାରୁ ରକ୍ଷା ପାଇବା ପାଇଁ କ’ଣ କରିବେ, ଜାଣନ୍ତୁ...।

Heavy Rainfall Alert To 8 Districts Of Odisha
ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ପ୍ରବଳ ବର୍ଷା ଆଶଙ୍କାରେ ଆଜି ରାଜ୍ୟର ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୧୧ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

rain deficit
ଶ୍ରାବଣରେ ଜମି ଫାଟି ଆଁ,ରାଜ୍ୟର ୨୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଶ୍ରାବଣ ଅଧାରେ ପ୍ରାୟ ୪୦ % ଜମିରେ ଆରମ୍ଭ ହୋଇନି ଧାନଚାଷ । ସ୍ୱଳ୍ପ ମିଆଦୀ ଧାନ ଚାଷ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ । ରାଜ୍ୟ ସରକାର କହିଲେ, ଏଯାଏଁ ଆସିନି ମରୁଡ଼ି ସ୍ଥିତି । ସ୍ଥିତି ଉପରେ ନଜର ରଖିଛୁ, ଆବଶ୍ୟକ ହେଲେ ପଦକ୍ଷେପ ନିଆଯିବ ।

Kanwariya Dies In Deogarh
ଜଳ ଲାଗି ପୂର୍ବରୁ ଚାଲିଗଲା ଜୀବନ, ମନ୍ଦିରରେ କାଉଡ଼ିଆଙ୍କ ମୃତ୍ୟୁ

ମନ୍ଦିରରେ ଶୋଇଥିବା ଅବସ୍ଥାରେ ଜଣେ ବୋଲ୍‌ବମ୍‌ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି। ଦେବଗଡ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡେଶ୍ୱର ମନ୍ଦିର ପରିସରରେ ଏହି ଅଭାବନୀୟ ଘଟଣା ଘଟିଛି। 

Heavy Rainfall Alert To 11 Districts Of Odisha
ଆଜି ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ...

ଗତ ୨-୩ ଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୯ ତାରିଖ ଯାଏ ପ୍ରବଳ ବର୍ଷା ହୋଇପାରେ।