ବଡ଼ଦାଣ୍ଡକୁ ନୋ ଫ୍ଲାଇଂ ଜୋନ୍ କରିବାକୁ ଆବେଦନ ଅଗ୍ରାହ୍ୟ

ପୁରୀ : ପୁରୀ ବଡ଼ଦାଣ୍ଡକୁ ନୋ ଫ୍ଲାଇଂ ଜୋନ୍ କରିବାକୁ ହୋଇଥିବା ଆବେଦନ ଅଗ୍ରାହ୍ୟ ହୋଇଯାଇଛି।  ଆବେଦନକୁ ଅଗ୍ରାହ୍ୟ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ଏହା ଇଣ୍ଟରନ୍ୟାସନାଲ ଫ୍ଲାଇଂ ରୁଟ୍ ହୋଇଥିବାରୁ ଆବେଦନ ଅଗ୍ରାହ୍ୟ ହୋଇଥିବା ନେଇ ପୁରୀ ଏସ୍‌ପି ସୂଚନା ଦେଇଛନ୍ତି।

ବିମାନଗୁଡ଼ିକ ୩୫ ହଜାର ଫୁଟ ଉପରେ ଯାଉଥିବାରୁ ସୁରକ୍ଷା ପ୍ରତି କୌଣସି ବିପଦ ନାହିଁ ବୋଲି ଦର୍ଶାଯାଇଛି।

You might also like
Comments
Loading...