ନିଜ ଜିଲ୍ଲାରେ ପରୀକ୍ଷା ଦେବେ ଡି.ଏଲ.ଇଡି ପରୀକ୍ଷାର୍ଥୀ

ଭୁବନେଶ୍ୱର: ନିଜ ଜିଲ୍ଲାରେ ପରୀକ୍ଷା ଦେବେ ଡି.ଏଲ.ଇଡି ପରୀକ୍ଷାର୍ଥୀ। ସେମାନେ ପାଠ ପଢୁଥିବା ଡି.ଆଇ.ଇ.ଟି ମାଧ୍ୟମରେ ଆବେଦନ କରି ନିଜ ଜିଲ୍ଲାରେ ପରୀକ୍ଷା ଦେଇପାରିବେ।  ଅନଲାଇନ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି ପରେ ଭିତ୍ତିଭୂମି ଅଭାବରୁ ନିଜ ଜିଲ୍ଲାରେ ଅଫଲାଇନ୍‌ରେରେ ପରୀକ୍ଷା  କରିବା ପାଇଁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ। ତେବେ ପରୀକ୍ଷା କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ସହ ଅନୁଷ୍ଠିତ ହେବ। ରାଜ୍ୟରେ ମୋଟ୍  ୮୦ ଟି ସେଣ୍ଟର ମଧ୍ୟରୁ ଯେଉଁଠି ଛାତ୍ରଛାତ୍ରୀ  ପରୀକ୍ଷା ଦେବାକୁ ଚାହିଁବେ ସେଠି ଦେଇ ପାରିବେ।

ନିଜେ ପଢୁଥିବା ସ୍କୁଲରେ ଆପ୍ଲିକେସନ ଦେଇ ମଧ୍ୟ ପରୀକ୍ଷା ଦେଇହେବ। ଏ ନେଇ ଖୁବ୍ ଶୀଘ୍ର  ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବ। କ୍ୟାମ୍ପସ୍‌ କିମ୍ବା ହଷ୍ଟେଲରେ ରହିବା ପାଇଁ ସୁବିଧା ଦିଆଯିବ। ଚଳିତଥର ୪୦ ନମ୍ବରରେ ପରୀକ୍ଷା କରାଯାଉଥିବାରୁ ଡମି ପ୍ରଶ୍ନପତ୍ର ଢାଞ୍ଚାରେ ପ୍ରଶ୍ନପତ୍ର ଦିଅଯିବ।

 

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like