ମଣ୍ଡିରୁ ଉଠୁନି ଧାନ, ଚାଷୀ ହନ୍ତସନ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଧାନସଂଗ୍ରହ କୋଟା ବୃଦ୍ଧି ସତ୍ୱେ ମଣ୍ଡିରୁ ଧାନ ଉଠୁନାହିଁ। ଜିଲ୍ଲାରେ ୧୦୬ ଟି ସୋସାଇଟି ଜରିଆରେ ଧାନ ସଂଗ୍ରହ ଚାଲିଛି। ଜିଲ୍ଲାର ୨୬ ଜଣ ମିଲରଙ୍କ ସହିତ ଯାଜପୁର, ଖୋର୍ଦ୍ଧା ଏବଂ ସମ୍ବଲପୁରର ୬ଟି ମିଲରଙ୍କୁ ଧାନ ସଂଗ୍ରହରେ ସାମିଲ କରାଯାଇଛି। ଏହା ପରେ ମଧ୍ୟ ଚାଷୀଙ୍କ ଧାନ ମଣ୍ଡିରେ ପଡ଼ି ରହିଛି। ବାହାର ଜିଲ୍ଲାରୁ ଅଧିକ ୧୦ଜଣ ମିଲରଙ୍କୁ ଧାନ ସଂଗ୍ରହରେ ସାମିଲ କରିବାକୁ ସରକାରଙ୍କୁ ଚିଠି ଲେଖାଯାଇଛି।

ବିଶେଷକରି ବାସୁଦେବପୁର ବ୍ଲକରେ ଧାନ କିଣାରେ ସମସ୍ୟା ଦେଖାଦେଇଛି। ଚାଷୀମାନେ ଧାନ ବିକି ନ ପାରି ହନ୍ତସନ୍ତ ହେଉଛନ୍ତି। ବ୍ଲକରେ ୨୨ଟି ସେବା ସମବାୟ ସମିତିରେ ୧୨ ହଜାର ୬୪୨ ଜଣ ଚାଷୀ ପଞ୍ଜିକୃତ ହୋଇଥିଲେ। ଏହି ସଂଖ୍ୟାର ଚାଷୀଙ୍କ ପାଖରୁ ୭ ଲକ୍ଷ ୧ ହଜାର ୬୬୭ କ୍ୱିଣ୍ଟାଲ୍ ଧାନ କିଣିବା ପାଇଁ ଟାର୍ଗେଟ୍‌ ଥିବା ବେଳେ ମାତ୍ର ୨ ଲକ୍ଷ ୪ ହଜାର ୬୪୫ କ୍ୱିଣ୍ଟାଲ୍ ଧାନ ସଂଗ୍ରହ ହୋଇଛି।

ଆହୁରି ପଢ଼ନ୍ତୁ

ବାଲିମେଳାରେ ଡଙ୍ଗା ଓଲଟିବା ଘଟଣାରେ ୩ ମୃତଦେହ ଉଦ୍ଧାର

୬ ବର୍ଷର ବିସ୍ମୟ ବାଳକ ; ପଢୁଛନ୍ତି ଭାଗବତ

ଭଦ୍ରକ ପୁରୁଣା ବଜାର ଉତ୍ତେଜନା ହ୍ରାସ : IICଙ୍କୁ ବଦଳି

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା; ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ପୂଜାମଣ୍ଡପ

ଓକାକ୍ ଟାୱାରରେ ହେବ ‘ମୋ ସରକାର’ ଅଫିସ୍

ଆଧାର ଧରିଲା ୧୯ ଲକ୍ଷ ବେଆଇନ ହିତାଧିକାରୀ

ଗିରଫ ହେଲେଣି ୪୨୬ ମଦୁଆ ଚାଳକ , ଆଗରେ ଗଞ୍ଜାମ

କ୍ୱାର୍ଟର୍ସ ଛାଡୁନଥିବା ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚରମ ବାଣୀ, ଘର ନଛାଡ଼ିଲେ କଟିବ ଲାଇନ, ପାଣି

ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ !

ଡାକ୍ତର ନୁହେଁ, ଅନଭିଜ୍ଞ ଔଷଧ ଦୋକାନୀ କରୁଛନ୍ତି ରୋଗୀ ଚିକିତ୍ସା!

କ୍ୱାର୍ଟର୍ସ ଛାଡ଼ିବା ପାଇଁ ନୋଟିସ ପଠାଇବା ଓ କେସ୍‌ କରିବା ଶୋଭନୀୟ ନୁହେଁ : ଦେବାଶିଷ ନାୟକ

ଆରଟିଓ ଅଫିସ୍‌ରେ ଦଲାଲ ରାଜ୍ : ମାନିଲେ ମନ୍ତ୍ରୀ

You might also like