ହରିଣ ଶିକାରୀ ରାକେଟ୍ ଗିରଫ୍

ଭୁବନେଶ୍ୱର: ହରିଣ ଶିକାରୀ ରାକେଟ୍‌କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ଚନ୍ଦକା ଅଭୟାରଣ୍ୟରୁ ହରିଣ ଶିକାର କରି ଏହାର ଛାଲକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ୧୧ ଜଣ।

ହରିଣ ମାସଂ ଓ ଛାଲ ବିକ୍ରି ନେଇ ୨ ଶିକାରୀ ଗିରଫ ହୋଇଥିବା ବେଳେ ଏହାକୁ କିଣିବା ଅଭିଯୋଗରେ ଅନ୍ୟ ୯ ଜଣଙ୍କୁ ଗିରଫ କରାଯାଇଛି। ଚନ୍ଦକା ଜଙ୍ଗଳରେ ହରିଣ ମାଂସ ବିକ୍ରି ହେଉଥବା ଖବର ପାଇଁ ବନ ବିଭାଗ ଓ ପୋଲିସ୍ ମିଳିତ ଭାବେ ଏହି ଅପରେସନ୍ କରିଥିଲେ। ଯାହା ପରେ ଏହି ରାକେଟ୍ ଉପରୁ ପରଦା ହଟିଛି। ଅଭିଯୁକ୍ତଙ୍କଠାରୁ ହରିଣ ଛାଲ, ମାଂସ, ମାରଣାସ୍ତ୍ର ଓ ବନ୍ଧୁକ ଜଗତ ହୋଇଛି।

ଆହୁରି ପଢ଼ନ୍ତୁ

ଆଜି ଭୁବନେଶ୍ୱରରୁ ୩୦୬ କରୋନା ପଜିଟିଭ୍ ଚିହ୍ନଟ

ଶିଶୁଙ୍କୁ କରୋନାରୁ ଆରୋଗ୍ୟ କରାଇବ ମା’କ୍ଷୀର

ପୋଲ ତଳକୁ ଖସି ପଡ଼ିଲା ୩୦ ଯବାନଙ୍କୁ ନେଇ ଯାଉଥିବା ବସ୍

ବିଦ୍ୟୁତ କାଟକୁ କେନ୍ଦ୍ର କରି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

‘ଓଡ଼ିଶାର ସ୍ଵାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ିି ଯାଇଛି’

‘କରୋନା କଣ ଆମେ ଜାଣିନୁ’

‘ଉଦ୍ଦେଶ୍ୟମୂଳକ ଭାବେ ଓଟିଭିର ଛବି ମଳିନ କରିବାକୁ ଅପଚେଷ୍ଟା ହେଉଛି’

କଟକର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

ପୋଖରୀରୁ ମିଳିଲା ନିଖୋଜ ମା’ଙ୍କ ସମ୍ପର୍କରେ ଅଭିଯୋଗ କରିବାକୁ ଆସିଥିବା ଝିଅର ମୃତଦେହ

୨୪ ଘଣ୍ଟାରେ ଓଡ଼ିଶାରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ଦିନକରେ ୪,୨୪୨ ପଜିଟିଭ୍‌ ଚିହ୍ନଟ

ଦିଅର-ଭାଉଜଙ୍କ ବିବାହକୁ ବିରୋଧ: ଜୋତାମାଳ ପିନ୍ଧାଇ ଗାଁ ବୁଲାଇଲେ ଲୋକେ, ଭିଡିଓ ଭାଇରାଲ

You might also like