ମିଳିଲାନି ଆମ୍ବୁଲାନ୍ସ ; କାନ୍ଧରେ ବୁହାହେଲା ଯୁବକଙ୍କ ମୃତଦେହ

ମାଲକାନଗିରି  : ଆମ୍ବୁଲାନ୍ସ ନମିଳିବାରୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ କାନ୍ଧରେ ବୁହା ହୋଇଛି ମୃତଦେହ। ଚିତ୍ରକୋଣ୍ଡା ସିଏଚ୍‌ସିରୁ ମାଝିଗୁଡ଼ା ଗାଁକୁ କାନ୍ଧରେ ବୋହି ଶବ ନେଇଛନ୍ତି ପରିବାର ଲୋକେ।

ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିତ୍ରକୋଣ୍ଡା ସିଏଚ୍‌ସିରେ ଭର୍ତ୍ତି ହୋଇଥିଲେ ଯୁବକ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଶବକୁ ନେବା ପାଇଁ ଆମ୍ବୁଲାନ୍ସ ମିଳିନଥିଲା।  ଯାହାଫଳରେ ୧୦ କିଲୋମିଟର ଚିତ୍ରକୋଣ୍ଡା ସିଏଚ୍‌ସିରୁ ମାଝିଗୁଡ଼ା ଗାଁକୁ କାନ୍ଧରେ ବୋହି ନେଇଥିଲେ ସଂପର୍କୀୟ।

 

You might also like