ବିଦ୍ୟୁତ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର
ସମ୍ବଲପୁର : ସମ୍ବଲପୁରର ଧନୁପାଲି ଅଞ୍ଚଳରୁ ଜଣେ ବିଦ୍ୟୁତ୍ କର୍ମଚାରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଧନୁପାଲି ଥାନା ଖଇରପାଲି ଅଞ୍ଚଳରୁ ପୋଲିସ ମୃତଦେହ ଉଦ୍ଧାର କରିଛି । ମୃତ କର୍ମଚାରୀଙ୍କ ଘର ଗୋବିନ୍ଦତଳା ଅଞ୍ଚଳରେ । ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଧନୁପାଲି ଥାନା ପୋଲିସ ଶବ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।
ସମ୍ବଲପୁର : ସମ୍ବଲପୁରର ଧନୁପାଲି ଅଞ୍ଚଳରୁ ଜଣେ ବିଦ୍ୟୁତ୍ କର୍ମଚାରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଧନୁପାଲି ଥାନା ଖଇରପାଲି ଅଞ୍ଚଳରୁ ପୋଲିସ ମୃତଦେହ ଉଦ୍ଧାର କରିଛି ।
ମୃତ କର୍ମଚାରୀଙ୍କ ଘର ଗୋବିନ୍ଦତଳା ଅଞ୍ଚଳରେ । ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଧନୁପାଲି ଥାନା ପୋଲିସ ଶବ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।