କ୍ଲାସ୍‌ ରୁମ୍‌ରୁ ମିଳିଲା କିରାଣିଙ୍କ ଝୁଲନ୍ତା ମୃତଦେହ

ସମ୍ବଲପୁର: କଲେଜ କ୍ଲାସ୍‌ ରୁମ୍‌ରୁ ମିଳିଲା କିରାଣିଙ୍କ ଝୁଲନ୍ତା ମୃତଦେହ। ସମ୍ବଲପୁରର ଏକ କଲେଜ କ୍ଲାସ୍‌ ରୁମ୍‌ରୁ ଜଣେ କିରାଣିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ଫ୍ୟାନ୍‌ରେ ତାଙ୍କ ମୃତଦେହ ଝୁଲୁଥିଲା। ଅଧିକ କାର୍ଯ୍ୟ ଚାପରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଧନୁପାଲି ପୋଲିସ୍‌ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

You might also like