ଭୁବନେଶ୍ୱର : କେ।ଟିପତି ବାପ ପୁଅଙ୍କୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହେ।ଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଆକାଶ ପାଠକଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏବେ ସ୍କାନରଙ୍କୁ ଆସିଛନ୍ତି ତାଙ୍କ ବ୍ୟକ୍ତିଗତ ସଚିବ ଡେଭିଡ ପିଟର । ତେବେ ଡେଭିଡଙ୍କୁ ପୁଣେରୁ ଭୁବନେଶ୍ୱର ଆଣିବା ପରେ କ୍ରାଇମବ୍ରାଞ୍ଚ ଟିମ୍ ଡେଭିଡଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି ।

ଆକାଶଙ୍କ ସହ ଡେଭିଡ କେବେଠାରୁ ଯେ।ଡି ହେ।ଇଛନ୍ତି, ଆକାଶଙ୍କ ସହ କେତେ ଟଙ୍କା କାରବାର ହେ।ଇଛି ଏବଂ ଟାଟା କମ୍ପାନୀରେ ଚାକିର କରାଇବା ପ୍ରସଙ୍ଗକୁ ନେଇ ଖେ।ଳତାଡ କରୁଛି ତଦନ୍ତକାରୀ ସଂସ୍ଥା । ମିଳିଥିବା ସୂଚନା ଅନୁସାରେ, ଅନେକ ସମୟରେ ଡେଭିଡଙ୍କ ସହ ଆକାଶ ରହୁଥିଲେ । ତେଣୁ ଆକାଶଙ୍କ ସମ୍ପର୍କରେ ଡେଭିଡଙ୍କଠାରୁ କିଛି ଗୁରତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଂଚକୁ ମିଳିପାରେ । ସେହିପରି ଆକାଶଙ୍କ ସହ କାହା କାହାର ସମ୍ପର୍କ ଥିଲା ସେ ଦିଗକୁ ନେଇ ବି ତଦନ୍ତ ଚାଲିବ ।

Other Stories