ପାଖେଇ ଆସିଲାଣି ‘ଫୋନି’

  • ପୁରୀ ଠାରୁ ୧୬୦ କି.ମି ଦୂରରେ ବାତ୍ୟା ଫୋନି ।
  • ପାରାଦୀପରେ ୧୨, ଚାନ୍ଦବାଲି ଓ ବାଲେଶ୍ୱରରେ ୮ ମିଲିମିଟର ବର୍ଷା ହୋଇଛି।
  • ପୁରୀରେ ୬୫ ଓ ଭୁବନେଶ୍ୱରରେ ୧୮ ମିଲିମିଟର ବର୍ଷା ହୋଇଛି।
  • ପାରାଦୀପରେ ୧୨, ଚାନ୍ଦବାଲି ଓ ବାଲେଶ୍ୱରରେ ୮ ମିଲିମିଟର ବର୍ଷା ହୋଇଛି।
  • ଆଜି ସକାଳ ୮ରୁ ୧୦ଭିତରେ ଛୁଇଁବ ସ୍ଥଳଭାଗ
  • ଉତ୍ତର ପୁରୀ-ଦକ୍ଷିଣ ରମ୍ଭା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି ‘ଫୋନି’ : IMD ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର
  • ‘ଫୋନି’ର ପ୍ରଭାବରେ ପୁରୀ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହେବ: IMD ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର
  • ‘ଫୋନି’ର ପ୍ରଭାବ ପୁରୀ ବ୍ୟତୀତ ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ପଡ଼ିବ: IMD ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର
  • ପୁରୀଠାରୁ ୨୦୦ କିଲୋମିଟର ଦୂରରେ ବାତ୍ୟା ଫୋନି
  • ଘଣ୍ଟାକୁ ୧୭ କିିମି ବେଗରେ ଓଡ଼ିଶା ମୁହାଁ ହେଉଛି ଫୋନି।
  • ଫୋନି ପାଇଁ ପାରାଦୀପରେ ସମୁଦ୍ର ଅଶାନ୍ତ ରହିଛି।
  • ସନ୍ଧ୍ୟା ପରେ ପାରାଦୀପର ସ୍ଥିତି ବିଗୁଡୁଛି।
  • ଚିଲିକା କୂଳବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକେ ଘର ଛାଡ଼ୁ ନାହାନ୍ତି।
You might also like