ଭୁଶୁଡ଼ିଲା ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣାଧୀନ ପୋଲ

ବାଲେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ ଅନ୍ତର୍ଗତ ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣାଧୀନ ଅବସ୍ଥାରେ ଥିବା ପୋଲ ଭୁଶୁଡ଼ି ପଡ଼ିଛି। ନଦୀର ଜଳ ଫୁଲିବା ଫଳରେ ଏହି ପୋଲ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି।

ପୋଲଟି ୪ ବର୍ଷ ଧରି ନିର୍ମାଣ ଚାଲିଥିଲା। ପଳାସିଆ ଗାଁରେ ଏହି ନିର୍ମାଣଧୀନ ପୋଲର କଂଙ୍କ୍ରିଟ କିଛି ଦିନ ଆଗରୁ ପଡ଼ିଥିଲା।

ଆହୁରି ପଢ଼ନ୍ତୁ

You might also like