‘ଫୋନି’ ପ୍ରଭାବରେ ବଦଳି ଯାଇଛି କଳିଙ୍ଗ ଷ୍ଟାଡିୟମ୍ର ଚିତ୍ର
ଭୁବନେଶ୍ୱର: ବାତ୍ୟା ‘ଫୋନି’ର ପ୍ରଭାବରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଚିତ୍ର ବଦଳି ଯାଇଛି। ପୂରା ଷ୍ଟାଡିୟମ୍ ଛାରଖାର ହୋଇଯାଇଛି। ସୁଇମିଂ ପୁଲ୍ ଓ ଟେନିସ୍ କୋର୍ଟ ବି କ୍ଷତିଗ୍ରସ୍ତ ହୋଇଛି। ଏଥିସହ ହକି ଷ୍ଟାଡିୟମ୍ରେ ଅନେକ କ୍ଷୟକ୍ଷତି ହୋଇଛି। ଜୁନ୍ ୬ ତାରିଖରୁ କଳିଙ୍ଗ ଷ୍ଟାଡିୟମ୍ରେ ୱାର୍ଲ୍ଡ ହକି ସିରିଜ୍ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଆୟୋଜନ ହେବାକୁ ଥିବା ବେଳେ ତା’ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହେବ।
ଭୁବନେଶ୍ୱର: ବାତ୍ୟା ‘ଫୋନି’ର ପ୍ରଭାବରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଚିତ୍ର ବଦଳି ଯାଇଛି। ପୂରା ଷ୍ଟାଡିୟମ୍ ଛାରଖାର ହୋଇଯାଇଛି। ସୁଇମିଂ ପୁଲ୍ ଓ ଟେନିସ୍ କୋର୍ଟ ବି କ୍ଷତିଗ୍ରସ୍ତ ହୋଇଛି। ଏଥିସହ ହକି ଷ୍ଟାଡିୟମ୍ରେ ଅନେକ କ୍ଷୟକ୍ଷତି ହୋଇଛି।
ଜୁନ୍ ୬ ତାରିଖରୁ କଳିଙ୍ଗ ଷ୍ଟାଡିୟମ୍ରେ ୱାର୍ଲ୍ଡ ହକି ସିରିଜ୍ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଆୟୋଜନ ହେବାକୁ ଥିବା ବେଳେ ତା’ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହେବ।
https://youtu.be/E_fO5JhCcuI