ଆରୋଗ୍ୟ ସେତୁ ଆପ୍‌କୁ ନେଇ ସତର୍କ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ଆରୋଗ୍ୟ ସେତୁ ସଂପର୍କରେ ସତର୍କକଲା କମିଶନରେଟ୍ ପୋଲିସ। ଆରୋଗ୍ୟ ସେତୁ ରାସ୍ତାରେ ପାକିସ୍ତାନୀ ସାଇବର ଅପରାଧୀମାନେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରାଉଛନ୍ତି ବୋଲି କମିଶନରେଟ୍ ପୋଲିସ କହିଛି।

ହ୍ୱାଟସଆପ୍ ଓ ଏସ୍ଏମଏସ୍‌ରେ ଏହି ଆରୋଗ୍ୟ ସେତୁ ଡାଉନଲୋଡ୍ କରିବାକୁ ଲିଙ୍କ୍‌ ଆସୁଛି। ହେଲେ ଏସ୍ଏମ୍ଏସ୍ କି ହ୍ୱାଟସଆପରେ ଆସୁଥିବା ଲିଙ୍କ ପ୍ରକୃତ ଆରୋଗ୍ୟ ସେତୁ ଆପ୍‌ର ଲିଙ୍କ୍‌ ନୁହେଁ ବୋଲି କହିଛି କମିଶନରେଟ୍‌ ପୁଲିସ। ଏହା ପାକିସ୍ତାନୀ ଅପରାଧୀଙ୍କ ଦ୍ୱାରା ପ୍ରସ୍ତୁତ ଚାଟ୍ ମି ଆପ୍‌ର ଲିଙ୍କ୍‌। ଯଦି ହ୍ୱାଟସଆପ୍ ଓ ଏସ୍ଏମଏସ୍‌ରେ ଆସିଥିବା ଲିଙ୍କରୁ କେହି ଆରୋଗ୍ୟ ସେତୁ ଡାଉନଲୋଡ୍ କରିଛନ୍ତି, ତାହା ଅନ-ଇନ୍‌ଷ୍ଟଲ କରିବା ସହ ଫୋଟ୍‌ଟି ରିସେଟ୍ କରିବାକୁ କମିଶନରେଟ୍ ପୋଲିସ ପରାମର୍ଶ ଦେଇଛି।

ପ୍ରକୃତ ଆରୋଗ୍ୟ ସେତୁ ପାଇଁ ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଆପଲ ଆପ୍ ଷ୍ଟୋରରୁ ଡାଉନଲୋଡ୍ କରିବାକୁ କମିଶନରେଟ୍ ପୋଲିସ କହିଛି।

ଆହୁରି ପଢ଼ନ୍ତୁ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

You might also like