କଟକ ନଗର କଂଗ୍ରେସର ସିଏମସି କାର୍ଯ୍ୟାଳୟ ଘେରାଉ

କଟକ: ବିଭିନ୍ନ ଦାବି ନେଇ କଟକ ନଗର କଂଗ୍ରେସ ସିଏମସି କାର୍ଯ୍ୟାଳୟ ଘେରାଉ କରିଛି। ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଧାରଣା ଦେଇଛନ୍ତି କଂଗ୍ରେସ କର୍ମକର୍ତ୍ତା।

ସିଏମସିରେ ପରିମଳ ବ୍ୟବସ୍ଥା ନିମନ୍ତେ କରାଯାଇଥିବା ଟେଣ୍ଡର୍‌ ପ୍ରକ୍ରିୟାକୁ ଅନଲାଇନ୍‌ ପରିବର୍ତ୍ତେ ଅଫ୍‌ଲାଇନ କରି ବ୍ୟାପକ ଦୁର୍ନୀତି କରିଥିବା କଂଗ୍ରେସ ଅଭିଯୋଗ କରିଛି। ପରିମଳ ବ୍ୟବସ୍ଥା ଓ ଡ୍ରେନେଜ୍‌ ଭଳି ସମସ୍ୟା ଦୂର ନେଇ ଆନ୍ଦୋଳନ କରାଯାଇଛି।

You might also like