ସୁନା ଚେନ ଲୁଟ କରି ଫେରାର ହେଉଥିବା ବେଳେ ଧରାପଡିଲା ଅପରାଧୀ

ରାଜପଥରେ ବଢିଚାଲିଛି ରାହାଜାନୀ

କଟକ : ରାଜପଥରେ ବଢିଚାଲିଛି ରାହାଜାନୀ । ଜାତୀୟ ରାଜପଥରୁ ମହିଳାଙ୍କଠାରୁ ଚେନ୍ ଲୁଟି ଫେରାର ବେଳେ ଲୁଟେରାଙ୍କୁ କାବୁ କଲେ ସ୍ଥାନୀୟ ଲେ।କେ । ତେବେ ଫାଙ୍କା ଗୁଳିଚାଳନା କରି ଅନ୍ୟ ଜଣେ ଫେରାର ହେ।ଇଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ, କଟକ ଗୋପାଳପୁର ଅଞ୍ଚଳରେ ଏକ ନମ୍ବର ବିହୀନ ପଲସର ବାଇକରେ ଦୁଇ ଲୁଟେରା ଚେନ୍  ଲୁଟ୍  କରି ଫେରାର ହେ।ଇ ଯାଉଥିଲେ ।

ତେବେ ସ୍ଥାନୀୟ ଲେ।କ ଅଟକ।ଇବା ପାଇଁ ଚେଷ୍ଟା କରିବାରୁ ଜଣେ ଲେ।କଙ୍କ ଉପରକୁ ଫାଙ୍କା ଗୁଳିଚାଳନା କରିଥିଲା ।  ଏହି ଘଟଣା ସମ୍ପର୍କରେ ଖବର ପାଇ ପେ।ଲିସ ପହଂଚିଥିଲା । କଟକ ସଦରଥ।ନାରେ ଅଭିଯୁକ୍ତଙ୍କୁ ରଖି ପଚରାଉଚରା କରାଯାଉଛି । ତେବେ ଫେରାର ଅପରାଧୀକୁ ଧରିବାରୁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରୁଛି ପେ।ଲିସ ।

You might also like