• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କଟକ: କଟକ ଜିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ଜିଲ୍ଲାରେ ସଦଗୁରୁ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ

କଟକ ଜିଲ୍ଲାରେ କରୋନା ସ୍ଥିତି ନେଇ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି ଯେ ଜିଲ୍ଲାରେ ପୂର୍ବରୁ ୧୫୦ ବେଡ୍‌ର ଅଶ୍ୱିନୀ କୋଭିଡ ହସ୍ପିଟାଲ ଥିଲା। ବର୍ତ୍ତମାନ ୧୫୦ ବେଡ୍‌ର ସଦଗୁରୁ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ସଦଗୁରୁ କୋଭିଡ ହସ୍ପିଟାଲରେ ଡାଇଲେସିସ୍ ଓ ପ୍ରସୂତିଙ୍କ ପାଇଁ ସୁବିଧା ରହିଛି। ଜିଲ୍ଲାରେ ଆଉ ଗୋଟିଏ ୧୫୦ ବେଡ୍‌ର କୋଭିଡ ହେଲ୍ଥ ସେଣ୍ଟର ରହିଛି।

ଗ୍ରାମାଞ୍ଚଳରେ ୧୮୨୧ କୋଭିଡ ମ୍ୟାନେଜମେଣ୍ଟ କମିଟି କାର୍ଯ୍ୟ କରୁଛି। ସହରାଞ୍ଚଳରେ ୧୧୩ଟି କୋଭିଡ ମ୍ୟାନେଜମେଣ୍ଟ କମିଟି କାମ କରୁଛି। ସମଗ୍ର ଜିଲ୍ଲାରେ ୫୧୭୪ ପଜିଟିଭ ରହିଛି। ଏହା ମଧ୍ୟରୁ ୧୭୩୪ ଚିକିତ୍ସାଧୀନ ରହିଛନ୍ତି। ଚିକିତ୍ସାଧୀନ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୩୮ (୬୨.୧୮%) ସହରାଞ୍ଚଳର ଓ ୪୯୬(୩୭.୮୨%) ଗ୍ରାମାଞ୍ଚଳର। ଜିଲ୍ଲାରେ ମୃତ୍ୟୁ ହାର ୦.୩୯%ରେ ସୀମିତ ରହିଛି।

https://www.youtube.com/watch?v=uEhCe7Y_ahc

Cuttack-collector-holds-presser-on-districts-covid-status
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories