ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ସୁନା ଜବତ କଲା କଷ୍ଟମ ବିଭାଗ

ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ସୁନା ଜବତ କଲା କଷ୍ଟମ ବିଭାଗ। କୁଆଲାଲୁମ୍ପୁରରୁ ବିମାନରେ ଆସିଥିବା ଜଣେ ଯାତ୍ରୀଙ୍କ ଠାରୁ ମିଳିଲା ସୁନା। ଯାତ୍ରୀ ଜଣକ ମଳଦ୍ୱାରରେ ସେଲୋଟେପ୍ ଲଗାଇ ସୁନାକୁ ପାଉଡର କରି ଆଣୁଥିବା ବେଳେ କଷ୍ଟମ ବିଭାଗ ଖବର ପାଇ ମୋଟ ୨୫୪ ଗ୍ରାମ ସୁନା ଜବତ କରିଛି।

ଜବତ ସୁନାର ମୂଲ୍ୟ ଆନୁମାନିକ ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

You might also like