• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ପୁରୀ: ଧାର୍ଯ୍ୟ ସମୟ ପୂର୍ବରୁ ପୁରୀ ଜିଲ୍ଲାରେ କୋହଳ ହେଲା କର୍ଫ୍ୟୁ। ତିନି ଶରଧାବାଲିରେ ଲାଗିବା ପରେ କର୍ଫ୍ୟୁ କୋହଳ କରାଯାଇଥିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟା ୭ରୁ ଜିଲ୍ଲାରୁ କର୍ଫ୍ୟୁ ହଟାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ତେବେ ପୁରୀ ସହରର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ କର୍ଫ୍ୟୁ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ବଡ଼ଶଙ୍ଖଠାରୁ ମାଟିଆପଡ଼ା ବସଷ୍ଟାଣ୍ଡ ଗୋଲେଇ ଅଞ୍ଚଳରେ କର୍ଫ୍ୟୁ ଜାରି ରହିବ।

ଏପଟେ ରଥଟଣା କାର୍ଯ୍ୟ ଓ ଶ୍ରୀଜିଉଙ୍କ ନୀତି ଶୃଙ୍ଖଳିତ ଭାବେ ଶେଷ ହୋଇଥିବାରୁ ସେବାୟତଙ୍କୁ ସାଧୁବାଦ ଜଣାଇବା ସହ ସେବାୟତଙ୍କୁ ତୃତୀୟ କିସ୍ତିର ୫ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ରଥ ଟାଣିଥିବା ସେବାୟତଙ୍କୁ ସ୍ୱତନ୍ତ୍ର ଭାବେ ଏହି ପାଳିଆ ପୁରସ୍କାର ପ୍ରଦାନ କରାଯିବ।

Curfew-relaxation-in-puri-district
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories