ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର

 ଆଳି ( ବନମାଳୀ ସାହୁ) : ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ସାହୁପଡ଼ା ଗାଁରେ ଏହି ଅଘଟଣ ଘଟିଛି ।

ମିଳିଥିବା ସୂଚନା ମୁତାବକ, ଗାଁର ସୁବାସ ବରାଳ ଆଜି ଦିନ ୧୧ଟାରେ ଗାଧୋଇବାକୁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ।  ଏହି ସମୟରେ ହଠାତ୍  ଏକ କୁମ୍ଭୀର ତାଙ୍କୁ ଟାଣିନେଇଥିଲା। ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କୁ ଖୋଜାଖୋଜି ଚାଲିଛି।

You might also like