• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଟେଣ୍ଟୋଇ ଗାଁରେ ଦୁଇ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାର କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ଆରମ୍ଭ ହୋଇଛି।

ଘଟଣାସ୍ଥଳରେ କ୍ରାଇମ୍‌ବ୍ରାଞ୍ଚ୍‌ର ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଗତ ଅଗଷ୍ଟ ୧୦ ତାରିଖରେ ଦୁଇଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା।

ମୃତ ଦୁଇ ଛାତ୍ରୀ ହେଲେ ଲକ୍ଷ୍ମୀପ୍ରିୟା ଦାସ ଓ ପ୍ରିୟଙ୍କା ଦାସ। ଟିଉସନ୍‌ ସାରି ରାତିରେ ପ୍ରିୟଙ୍କା ଟେଣ୍ଟୋଇ ଗାଁରେ ଲକ୍ଷ୍ମୀପ୍ରିୟାଙ୍କ ଘରେ ରହିଥିଲେ। ହେଲେ ସକାଳୁ ଦୁଇଜଣଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା।

ବିଷକ୍ରିୟା ଯୋଗୁ ଛାତ୍ରୀ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସେତେବେଳେ ପୁଲିସ୍‌ କହିଥିଲା। କିନ୍ତୁ ମାମଲାରେ ଠୋସ୍‌ ପ୍ରମାଣ ପାଇନଥିଲା।

Crime-branch-investigation-on-two-class-9th-students-death
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories