ଚାହୁଁଚାହୁଁ ରାଜ୍ୟରେ ୩ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଚାହୁଁଚାହୁଁ ରାଜ୍ୟରେ ୩ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଓଡ଼ିଶାରେ ପ୍ରଥମ ସଂକ୍ରମିତ ଚିହ୍ନଟ ହେବାର ପ୍ରାୟ ୨ ମାସରେ ସଂଖ୍ୟା ୧ ହଜାର, ଅଢ଼େଇ ମାସରେ ୨ ହଜାର ଓ ୩ ମାସ ନପୂରୁଣୁ ୩ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା।

ଆଜି ୧୭ଟି ଜିଲ୍ଲାର ୧୪୬ଜଣ ନୂଆ ଆକ୍ରାନ୍ତଙ୍କୁ ମିଶାଇ ୩ ହଜାର ୧୪୦ରେ ପହଞ୍ଚିଛି ମୋଟ୍ ପଜିଟିଭ ସଂଖ୍ୟା। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟିନ ସେଣ୍ଟରରେ ଥିବା ବେଳେ ୧୯ଜଣ ସ୍ଥାନୀୟ ଲୋକ ଅଛନ୍ତି।

DistrictPositiveRecoveredActiveDeceasedOth. Death
Ganjam64944120440
Jajpur3262804600
Khurdha27615711441
Balasore1971524401
Cuttack1891177110
Kendrapara1691561300
Bhadrak1511302100
Balangir123695400
Sundergarh118655300
Puri108872100
Jagatsinghpur97682900
Nayagarh93682500
Mayurbhanj79166300
Nuapada72571500
NDRF-ODRF6106100
Gajapati61332800
Keonjhar45222300
Dhenkanal39211800
Deogarh3832600
Kandhamal37221500
Boudh3433100
Angul3325800
Kalahandi32151700
Sonepur2972200
Malkangiri2221100
Sambalpur1712500
Koraput167900
Baragarh1611500
Jharsuguda87100
Rayagada30300
Nawarangpur22000

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୯ଟି ପଜିଟିଭ୍ କେଶ୍ ସାମ୍ନାକୁ ଆସିଛି। ଯେଉଁଥିରୁ ଭୁବନେଶ୍ୱରର ୪ ଜଣ ଅଛନ୍ତି। ବିଏମ୍ସି ସୂଚନା ଅନୁସାରେ, ପଟିଆ ଅଂଚଳରୁ ଗୋଟିଏ ପରିବାରର୨ ଜଣ, ଚନ୍ଦ୍ରଶେଖରପୁର ଓ ଡୁମୁଡୁମାର ଜଣେ ଲେଖାଏ ଆକ୍ରାନ୍ତ ଅଛନ୍ତି। ସମସ୍ତେ ହୋମ କ୍ୱାରେଣ୍ଟିନରେ ଥିଲେ।

ସୁନ୍ଦରଗଡ଼ର ନୂଆ ଆକ୍ରାନ୍ତଙ୍କ ଭିତରେ ଜଣେ ସରପଂଚ ଓ ୨ ଜଣ କ୍ୱାରେଣ୍ଟିନ ସେଣ୍ଟରର ଜଗୁଆଳି ଅଛନ୍ତି। ଆଶ୍ୱସ୍ତିକର ଖବର ହେଉଛି, ଆଜି ଆଉ ୧୪୦ କରୋନା ପଜିଟିଭ ଆରୋଗ୍ୟ ଲାଭ କରିଛନ୍ତି।

ଆହୁରି ପଢ଼ନ୍ତୁ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

You might also like