• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୨ ଜଣ କ୍ୱାରେନଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୯ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ୧୮ ଜିଲ୍ଲାରୁ ମୋଟ୍ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।

 

ମିଳିଥିବା ସୂଚନା ଅନୁସାରେ,  ଅନୁଗୁଳରୁ ୨, ବାଲେଶ୍ୱରରୁ ୬, ବରଗଡ଼ରୁ ୬, ବଲାଙ୍ଗୀରରୁ ୨, ବୌଦ୍ଧରୁ ୧, କଟକରୁ ୬, ଢେଙ୍କାନାଳରୁ ୧, ଯାଜପୁରରୁ ୩, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୩, କେନ୍ଦ୍ରପଡ଼ାରୁ ୧, କେନ୍ଦୁଝରରୁ ୨, ଖୋର୍ଧାରୁ ୭, ନୂଆପଡ଼ାରୁ ୫, ପୁରୀରୁ ୬, ରାୟଗଡ଼ାରୁ ୧, ସମ୍ବଲପୁରରୁ ୬, ସୁନ୍ଦରଗଡ଼ରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

ଠିକ୍ ସେହିପରି ଭାବରେ ଷ୍ଟେଟ୍ ପୁଲର ସଂଖ୍ୟା ୧ ରହିଛି। ନ୍ୟୁ ରିକଭରି ୧୩୮ ରହିଥିବା ବେଳେ ରାଜ୍ୟରେ ମୋଟ୍ ୩୩୫୨୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଆଉ ୩୩୨୩୭୭ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି। ବର୍ତ୍ତମାନ ରାଜ୍ୟର କରୋନା ଆକ୍ଟିଭ୍ ସଂଖ୍ୟା ୯୪୬ ରହିଛି।

 

Covid-19-report-for-2nd-feb-2021
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories