ସଂଖ୍ୟା କମୁଛି କିନ୍ତୁ ଚିନ୍ତା କମୁନି: ୨୪ ଘଣ୍ଟାରେ ୧୦୮ ଆକ୍ରାନ୍ତ ହେଲେଣି ଚିହ୍ନଟ
୨୪ ଘଣ୍ଟାରେ ୧୦୮ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ୨୦ ଜିଲ୍ଲାରୁ ମୋଟ୍ ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ ଜିଲ୍ଲାରୁ କେହି ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।
Covid-19 Report For 29th January, 2021
New Positive Cases: 108
In quarantine: 63
Local contacts: 45(Details of local contacts will be shared by concerned District Administration)
District Wise Cases:
1. Angul: 8
2. Balasore: 10
3. Bargarh: 8
4. Cuttack: 9
5. Deogarh: 2— I & PR Department, Odisha (@IPR_Odisha) January 30, 2021
ସୂଚନା ଅନୁସାରେ, ଅନୁଗୁଳରୁ ୮, ବାଲେଶ୍ୱରରୁ ୧୦, ବରଗଡ଼ରୁ ୮, କଟକରୁ ୯, ଦେବଗଡରୁ ୨, ଗଜପତିରୁ ୩, ଜଗତସିଂହପୁରରୁ ୪, ଯାଜପୁରରୁ ୭, ଝାରସୁଗୁଡାରୁ ୪, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୧, ଖୋର୍ଧାରୁ ୪, ମୟୂରଭଞ୍ଜରୁ ୨, ନୟାଗଡ଼ରୁ ୧, ନୂଆପଡ଼ାରୁ ୮, ପୁରୀରୁ ୭, ରାୟଗଡ଼ାରୁ ୩, ସମ୍ବଲପୁରରୁ ୧୦ ଓ ସୁନ୍ଦରଗଡ଼ରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲର ସଂଖ୍ୟା ୧ ରହିଛି।
6. Gajapati: 3
7. Jagatsinghpur: 4
8. Jajpur: 7
9. Jharsuguda: 4
10. Kalahandi: 1
11. Kendrapada: 3
12. Keonjhar: 1
13. Khurda: 4
14. Mayurbhanj: 2
15. Nayagarh: 1
16. Nuapada: 8
17. Puri: 7
18. Rayagada: 3
19. Sambalpur: 10— I & PR Department, Odisha (@IPR_Odisha) January 30, 2021
ଠିକ ସେହିପରି ଭାବରେ ନ୍ୟୁ ରିକଭରି ସଂଖ୍ୟା ୧୫୭ ରହିଥିବା ବେଳେ କ୍ୟୁମୁଲେଟିଭ ଟେଷ୍ଟର ସଂଖ୍ୟା ୭୬୮୫୭୭୬ ରହିଛି। ଏହାସହ ପଜିଟିଭଙ୍କ ସଂଖ୍ୟା ୩୩୪୯୫୮ ରହିଛି ଏବଂ ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ସଂଖ୍ୟା ୧୧୭୫ ରହିଛି।