୨୪ ଘଣ୍ଟାରେ ୧୩୦ ଆକ୍ରାନ୍ତ ଚିହ୍ନଟ
୧୩୦ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୧୩୦ ଆକ୍ରାନ୍ତ ଚିହ୍ନଟ। କ୍ୱାରେଣ୍ଟିନରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ମୋଟ୍ ଉପରେ କହିବାକୁ ଗଲେ, ୨୪ ଜିଲ୍ଲାରୁ ମୋଟ୍ ଉପରେ ୧୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 24th January, 2021
New Positive Cases: 130
In quarantine: 76
Local contacts: 54(Details of local contacts will be shared by concerned District Administration)
District Wise Cases:
1. Angul: 3
2. Balasore: 6
3. Bargarh: 3
4. Bhadrak: 1
5. Balangir: 3— I & PR Department, Odisha (@IPR_Odisha) January 25, 2021
ଅନୁଗୁଳରୁ ୩, ବାଲେଶ୍ୱରରୁ ୬,ବରଗଡ଼ରୁ ୩, ଭଦ୍ରକରୁ ୧, ବଲାଙ୍ଗୀରରୁ ୩, କଟକରୁ ୭.ଦେବଗଡ଼ରୁ ୩, ଗଜପତିରୁ ୩, ଜଗତସିଂହପୁରରୁ ୪. ଯାଜପୁରରୁ ୩, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୫, କନ୍ଧମାଳରୁ ୧, କେନ୍ଦ୍ରପଡାରୁ ୨, କେନ୍ଦୁଝରରୁ୨, ଖୋଦ୍ଧା ୪, ମୟୂରଭଞ୍ଜରୁ ୬, ନବରଙ୍ଗପୁର ୩,ନୂଆପଡ଼ା ୬, ପୁରୀ ୭, ରାୟଗଡାରୁ ୧, ସମ୍ବଲପୁରରୁ ୧୪, ସୋନପୁରରୁ ୧, ସୁନ୍ଦରଗଡରୁ ୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍ ପୁଲର ସଂଖ୍ୟା ୧ ରହିଛି।
6. Cuttack: 7
7. Deogarh: 3
8. Gajapati: 3
9. Jagatsinghpur: 4
10. Jajpur: 3
11. Jharsuguda: 9
12. Kalahandi: 5
13. Kandhamal: 1
14. Kendrapada: 2
15. Keonjhar: 2
16. Khurda: 4
17. Mayurbhanj: 6
18. Nawarangpur: 3
19. Nuapada: 6
20. Puri: 7
21. Rayagada: 1
22. Sambalpur: 14— I & PR Department, Odisha (@IPR_Odisha) January 25, 2021
ଠିକ ସେହିପରି ଭାବରେ ନ୍ୟୁ ରିକଭରି ସଂଖ୍ୟା ୧୮୨ ରହିଥିବା ବେଳେ କ୍ୟୁମୁଲେଟିଭ୍ ଟେଷ୍ଟର ସଂଖ୍ୟା ୭୫୬୮୨୧୬ ରହିଛି। ଏହାସହ ମୋଟ୍ ପଜିଟିଭ ସଂଖ୍ୟା ୩୩୪୪୩୦ ରହିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୩୩୧୧୪୪ ରହିଛି ଆଉ ବର୍ତ୍ତମାନ ସମୟରେ ଆକ୍ଟିଭ କେସର ସଂଖ୍ୟା ୧୩୨୭ ରହିଛି।
23. Sonepur: 1
24. Sundargarh: 32
25. State Pool: 1New recoveries: 182
Cumulative tested: 7568216
Positive: 334430
Recovered: 331144
Active cases: 1327— I & PR Department, Odisha (@IPR_Odisha) January 25, 2021
ତେବେ କହିବାକୁ ଗଲେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି କିନ୍ତୁ ଏବେ ବି ଚିନ୍ତା ଛାଡୁନାହିଁ।