୨୪ ଘଣ୍ଟାରେ ୮୯ ଆକ୍ରାନ୍ତ ହେଲେ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଚିହ୍ନଟ?
କେଉଁ ଜିଲ୍ଲାରୁ କେତେ?
ଭୁବନେଶ୍ୱର: ୨୪ ଘଂଟାରେ ରାଜ୍ୟରେ ପୁଣି ୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩ ଜଣ ସଂଗରୋଧ କେନ୍ଦ୍ର ଅର୍ଥାତ୍ କ୍ୱାରେଣ୍ଟାଇନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୩୬ ଜଣ ସ୍ଥାନୀୟ ସଂକ୍ରମିତ ବା ଲୋକାଲ କେସ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୯୨୪ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୪ ହଜାର ୩୩୩ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୬୨୩ ଜଣ।
Covid-19 Report For 24th Feb
New Positive Cases: 89
In quarantine: 53
Local contacts: 36(Details of local contacts will be shared by concerned District Administration)
District Wise Cases:
1. Angul: 2
2. Balasore: 9
3. Bargarh: 6
4. Balangir: 6
5. Boudh: 1
6. Cuttack: 4— I & PR Department, Odisha (@IPR_Odisha) February 25, 2021
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪ ଜଣ, ଦେବଗଡ଼ରୁ ୪ ଜଣ, , ପୁରୀରୁ ୪ ଜଣ, ବାଲେଶ୍ୱରରୁ ୯ ଜଣ,ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ୪ ଜଣ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, ଖୋର୍ଦ୍ଧାରୁ ୯ ଜଣ, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୩ ଜଣ, ନବରଙ୍ଗପୁରରୁ ଜଣେ ବରଗଡ଼ରରୁ ୬ ଜଣ, ବୌଦ୍ଧରୁ ଜଣେ, ସମ୍ବଲପୁରରୁ ୧୪ ଜଣ, ସୋନପୁରରୁ ୫ ଜଣ, ସୁନ୍ଦରଗଡ଼ରୁ ୮ ଜଣ ଓ ଷ୍ଟେଟ୍ ପୁଲ୍ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
17. Sambalpur: 14
18. Sonepur: 5
19. Sundargarh: 8
20. State Pool: 1New recoveries: 90
Cumulative tested: 8255081
Positive: 336924
Recovered: 334333
Active cases: 623— I & PR Department, Odisha (@IPR_Odisha) February 25, 2021
ତେବେ ମୋଟ୍ ଉପରେ କହିବାକୁ ଗଲେ ରାଜ୍ୟର କରୋନା ଗ୍ରାଫ୍ ପୁଣି ଉପରମୁହାଁ ହୋଇଛି। ଅନ୍ୟ ରାଜ୍ୟରେ କରୋନା ସଂକ୍ରମିତ ବଢୁଥିବା ବେଳେ ରାଜ୍ୟରେ ମଧ୍ୟ ଆଜି ସଂକ୍ରମିତଙ୍କ ସଂଖ୍ୟା ବଢିଛି। ତେବେ ଆଜି ମଧ୍ୟ କରୋନାରେ କାହାର ମୃତ୍ୟୁ ହୋଇନଥିବା ସୂଚନା ରହିଛି। କିନ୍ତୁ ସଂକ୍ରମିତ ଉପରେ ସରକାରଙ୍କ କଡ଼ା ନଜର ରହିଛି।
17. Sambalpur: 14
18. Sonepur: 5
19. Sundargarh: 8
20. State Pool: 1New recoveries: 90
Cumulative tested: 8255081
Positive: 336924
Recovered: 334333
Active cases: 623— I & PR Department, Odisha (@IPR_Odisha) February 25, 2021