୨୪ ଘଣ୍ଟାରେ ୧୫୦ ଆକ୍ରାନ୍ତ ଚିହ୍ନଟ
୨୪ ଘଣ୍ଟାରେ ୧୫୦
ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୧୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୮୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏନେଇ ରାଜ୍ୟ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
Covid-19 Report For 23rd January, 2021
New positives: 150
In quarantine: 89
Local contacts: 61(Details of local contacts will be shared by concerned District Administration)
District Wise Cases:
1. Angul: 4
2. Balasore: 7
3. Bargarh: 18
4. Bhadrak: 7
5. Balangir: 5— I & PR Department, Odisha (@IPR_Odisha) January 24, 2021
ମିଳିଥିବା ସୂଚନା ଅନୁସାରେ ଅନୁଗୁଳରୁ ୪, ବାଲେଶ୍ୱରରୁ ୭, ବରଗଡ଼ରୁ ୧୮, ଭଦ୍ରକରୁ ୭, ବଲଙ୍ଗୀରରୁ ୫, ବୌଦ୍ଧରୁ ୨, କଟକରୁ ୧୫,ଦେଓଗଡ଼ରୁ ୧, ଗଞ୍ଜାମରୁ ୩, ଜଗତସିଂହପୁରରୁ ଓ ଯାଜପୁରର ୬ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୬, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୧, କେନ୍ଦୁଝରରୁ ୪, ଖୋଦ୍ଧା ୪, ମୟୂରଭଞ୍ଜରୁ ୧, ନବରଙ୍ଗପୁରରୁ୨, ନୂଆପଡ଼ାରୁ ୩, ପୁରୀରୁ ୧୦, ସମ୍ବଲପୁରରୁ ୧୦, ସୋନପୁରରୁ ୨, ସୁନ୍ଦରଗଡରୁ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍ ପୁଲର ସଂଖ୍ୟା ୧ ରହିଛି।
6. Boudh: 2
7. Cuttack: 15
8. Deogarh: 1
9. Ganjam: 3
10. Jagatsinghpur: 6
11. Jajpur: 6
12. Jharsuguda: 8
13. Kalahandi: 6
14. Kandhamal: 2
15. Kendrapada: 1
16. Keonjhar: 4
17. Khurda: 4
18. Mayurbhanj: 1
19. Nawarangpur: 2
20. Nuapada: 3
21. Puri: 10
22. Sambalpur: 10— I & PR Department, Odisha (@IPR_Odisha) January 24, 2021
ଠିକ୍ ସେହିପରି ଭାବରେ ନ୍ୟୁ ରିକଭରି ୨୦୫ ରହିଥିବା ବେଳେ ୭୫୪୮୪୨୮ ସଂଖ୍ୟାରେ ପହଂଚିଲାଣି କରୋନା ଟେଷ୍ଟ୍ ସଂଖ୍ୟା। ପଜିଟିଭ୍ ସଂଖ୍ୟା ୩୩୪୩୦୦ ରହିଥିବା ବେଳେ ୩୩୦୯୬୨ରେ ପହଞ୍ଚିଲାଣି ସୁସ୍ଥଙ୍କ ସଂଖ୍ୟା। ଆଉ ୧୩୮୦ ରହିଛି ଆକ୍ଟିଭ କେସର ସଂଖ୍ୟା।
23. Sonepur: 2
24. Sundargarh: 22
25. State Pool: 1New recoveries: 205
Cumulative tested: 7548428
Positive: 334300
Recovered: 330962
Active cases: 1380— I & PR Department, Odisha (@IPR_Odisha) January 24, 2021