• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର:  ରାଜ୍ୟରେ ୨୪ ଘଣ୍ଟାରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ। କ୍ୱାରେଣ୍ଟିନରୁ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ରାଜ୍ୟର ୨୩ ଜିଲ୍ଲାରୁ ମୋଟ୍ ୧୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଜିଲ୍ଲାରୁ କେହି ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।

୨୪ ଘଂଟାରେ ଅନୁଗୁଳରୁ ୧୩, ବାଲେଶ୍ୱରରୁ ୮, ବରଗଡ଼ରୁ ୧୨, ବଲାଙ୍ଗୀରରୁ ୨, ବୌଦ୍ଧରୁ ୧, କଟକରୁ ୬, ଦେବଗଡ଼ରୁ ୧, ଗଜପତିରୁ ୧, ଗଞ୍ଜାମ ୪, ଜଗତସିଂହପୁର ୪, ଯାଜପୁର ୫, ଝାରସୁଗୁଡ଼ା ୫, କଳାହାଣ୍ଡି ୨, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୨, ଖୋର୍ଦ୍ଧା ୯, କୋରାପୁଟ ୨, ମୟୂରଭଞ୍ଜ ୨, ନୂଆପଡ଼ା ୪, ପୁରୀ ୨୩, ସମ୍ବଲପୁର୧୬, ସୋନପୁରରୁ ଜଣେ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ ସେହିପରି ଭାବରେ ଷ୍ଟେଟ ପୁଲର ସଂଖ୍ୟା ୧ ରହିଛି।

ଏହାସହ ରାଜ୍ୟରେ ମୋଟ୍ ୩୩୩୮୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୦୩୨୧ ଜଣ ଆକ୍ରାନ୍ତ ହେଲେଣି ସୁସ୍ଥ। କେବଳ ଏତିକି ନୁହେଁ ବର୍ତ୍ତମାନ ସମୟରେ ରାଜ୍ୟରେ ୧୫୮୯ ଆକ୍ଟିଭ କେସ ଥିବା ସୂଚନା ଦିଆଯାଇଛି।

ଆହୁରି ପଢନ୍ତୁ: ଦ୍ୱିତୀୟ ଫେଜରେ କୋଭିଡ ଟିକା ନେବେ ପ୍ରଧାନମନ୍ତ୍ରୀ !

Covid-19-report-for-20th-january-2021
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories