ଅଲଗା ହୋଇ ଅନ୍ୟତ୍ର ବିବାହ କଲେ ଦମ୍ପତି, ପୁଅକୁ ବିକି ଦେଲେ

ମାଲକାନଗିରି: ଜନ୍ମ କଲା ଛୋଟ ଛୁଆ କଥା ଭାବିଲେନି ବାପା-ମା’। ଶେଷରେ ଏତେ ସ୍ୱାର୍ଥପର ହୋଇଗଲେ ଯେ ଏହି ଦମ୍ପତି, ଅଲଗା ହୋଇ ଅନ୍ୟତ୍ର ବିବାହ କଲେ ଆଉ ୯ ବର୍ଷର ପୁଅକୁ ଅନ୍ୟତ୍ର ବିକ୍ରି କରିଦେଲେ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଅନ୍ତର୍ଗତ ତେଲଗାବେଚା ଗାଁରୁ ଏଭଳି ଅଭିଯୋଗ ଆସିଛି।

ଯେଉଁ ବ୍ୟକ୍ତିଙ୍କୁ ଛୁଆଟିକୁ ବିକ୍ରି କରାଯାଇଥିଲା ସମ୍ପୃକ୍ତି ବ୍ୟକ୍ତି ଜଣକ ଛୁଆଟିକୁ ଗାଈ ଚରାଇବାକୁ ବାଧ୍ୟ କରିବା ସହ ଠିକ୍‌ ଭାବରେ ଖାଇବାକୁ ଦେଉନଥିଲେ ବୋଲି ଅଭିଯୋଗ ହୋଇଛି। ଶେଷରେ ଛୁଆଟି କିଛି ଉପାୟ ନ ପାଇ ସେଠାରୁ ଖସି ଆସି ପଙ୍ଗାମ ନିକଟସ୍ଥ ସଲପପଦର ଗାଁର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିଥିଲା। ସେଠାରେ ପହଞ୍ଚିବା ପରେ ଅଙ୍ଗନାବାଡ଼ି ଦିଦି ତାଙ୍କୁ ଘଟଣା ସମ୍ପର୍କରେ ପଚାରିବା ପରେ ପୂରା ଘଟଣା ଜଣାପଡ଼ିଥିଲା।

ଅନ୍ୟପକ୍ଷେ, ଏ ସମ୍ପର୍କରେ ନେଇ ମାଥିଲି ବିଡିଓ ଖବର ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ କଥା ହୋଇଛନ୍ତି। ସରକାରୀ ନିୟମ ଅନୁସାରେ ପିଲାଟିକୁ ସହାୟତା କରାଯିବ ବୋଲି ବିଡ଼ିଓ କହିଛନ୍ତି।

ଆହୁରି ପଢ଼ନ୍ତୁ

ନଭେମ୍ବର ପାଇଁ ଅନ୍‌ଲକ୍-୬ ଗାଇଡ୍‌ ଲାଇନ୍ ଜାରି

ଆସିଲା ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍ସ: ଜାଣନ୍ତୁ ଓଡ଼ିଶାରେ କେବେ ଖୋଲିବ ସ୍କୁଲ…

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

You might also like