• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

କେନ୍ଦୁଝର  : ଭୂତ ନେଉଛି ଭତ୍ତା। ପ୍ରକୃତ ହିତାଧିକାରୀ ଭତ୍ତା ପାଇବାରୁ ବଂଚିତ ହେଉଥିବାବେଳେ ମୃତ ବ୍ୟକ୍ତିଙ୍କ ନାମରେ ହଡ଼ପ ହେଉଛି ଭତ୍ତା ଟଙ୍କା । ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ସଦର ବ୍ଲକ ଡିମ୍ବୋ ପଂଚାୟତରୁ।

ଅଭିଯୋଗ ଅନୁସାରେ, ଡିମ୍ବୋ ପଂଚାୟତ ତେନ୍ତୁଳିନଣ୍ଡା ଗ୍ରାମର ଚାରି ଜଣ ବ୍ୟକ୍ତି ମୃତ୍ୟୁବରଣ କରିବା ପରେ ମଧ୍ୟ ନିୟମିତ ଭତ୍ତା ନେଉଥିବା ଗ୍ରାମ ସଭା ବୈଠକରୁ ଜଣାପଡିଛି। ଗ୍ରାମର ସରସ୍ୱତୀ ସାହୁ  ଜୁଲାଇ ମାସ ୬ ତାରିଖରୁ ମୃତ୍ୟୁବରଣ କରି ସାରିଥିବାବେଳେ ତାଙ୍କ ନାଁରେ ଗଲା ୪ ମାସ ହେଲାଣି ଭତ୍ତା ଟଙ୍କା ହଡ଼ପ ହେଉଥିବା ଜଣାପଡିଛି।

ସେହିପରି ଗ୍ରାମର ଜିତୁରାମ ମହାନ୍ତି, ଦୁର୍ଲ୍ଲଭ ସାହୁ, ପଦ୍ମାବତୀ ବେହେରା ମୃତ୍ୟୁବରଣ କରିଥିଲେ ମଧ୍ୟ ଏମାନଙ୍କ ନାଁରେ ଭତ୍ତା ଟଙ୍କା ଉଠା ଯାଉଥିବା ପରି ସଙ୍ଗୀନ ଅଭିଯୋଗ ହୋଇଛି। ତେବେ ଏଭଳି ଦୁର୍ନୀତି ନେଇ ସାମାଜିକ ସମୀକ୍ଷା ଅଧିକାରୀ ପ୍ରଶ୍ନ ଉଠାଇ ଥିବାବେଳେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିମ୍ବୋ ପଂଚାୟତ ସରପଂଚ।

Corruption-in-old-age-pension-in-keonjhar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories