ରାଜ୍ୟରୁ ଚିହ୍ନଟ ହେଲେ ୨, ୭୫୨ କରୋନା ରୋଗୀ, ଖୋର୍ଦ୍ଧାରୁ ସର୍ବାଧିକ ୪୨୩
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରୁ ଚିହ୍ନଟ ହେଲେ ୨, ୭୫୨ କରୋନା ରୋଗୀ। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କ୍ୱରେଣ୍ଟିନ୍ରୁ ୧, ୭୦୮ ଏବଂ ଲୋକାଲ କେସ ୧୦୪୪ ।
ଖୋର୍ଦ୍ଧାରୁ ସବାଧିକ ୪୨୩ ଜଣ ଚିହ୍ନଟ ହୋଇଛନ୍ତି। କଟକରୁ ୨୪୭ ଏବଂ ଗଞ୍ଜାମରୁ ୨୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ଆକ୍ଟିଭ କେସ୍ ୨୬, ୮୨୬ ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୪, ୨୩୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୫୬, ୯୨୪ ଜଣ ସୁସ୍ଥ ହୋଇଛନ୍ତି।
Covid-19 Report For 24th August
New Positive Cases: 2752
In quarantine: 1708
Local contacts: 1044(Details of local contacts will be shared by concerned District Administration)
District Wise Cases
1. Angul: 23
2. Balasore: 129
3. Bargarh: 28
4. Bhadrak: 58
5. Balangir: 14— I & PR Department, Odisha (@IPR_Odisha) August 25, 2020