ଭୁବନେଶ୍ୱର: ମଦ ଦୋକାନରେ ଧାଡ଼ି ଜରୁରୀ। କରୋନା ପାଇଁ ଗାଇଡଲାଇନ୍ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର। ମଦ ଦୋକାନରେ ଧାଡ଼ିରେ ଆସି ମଦ କିଣିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମଦ ଦୋକାନ ଧାଡ଼ିରେ ଗ୍ରାହକଙ୍କ ମଧ୍ୟରେ ୧ ମିଟର ଦୂରତା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାହକଙ୍କୁ ଦେବା ପୂର୍ବରୁ ମଦ ବୋତଲ ସାନିଟାଇଜ୍ କରିବେ ଦୋକାନୀ।
ତେବେ ସହର ଅନେକ ସ୍ଥାନରେ ଥିବା ମଦ ଦୋକାନରେ ଭିଡ ରହୁଥିବାରୁ ଏପରି ପଦକ୍ଷେପ ନିଆଯାଇଛି।