ସୁନ୍ଦରଗଡରୁ ୫ ଜଣ କରୋନାରେ ଆଖି ବୁଜିଲେ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ୧୫ କରୋନା ରୋଗୀ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହାକୁ  ମିଶାଇ ରାଜ୍ୟରେ ୧୫୧୦ ଆକ୍ରାନ୍ତ  ଆଖି ବୁଜିଲେ।

ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଥିବାବେଳେ ଭୁବନେଶ୍ୱରରୁ ୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ମୟୂରଭଞ୍ଜରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ଜଗତ୍‌ସିଂପୁର, କନ୍ଧମାଳ, ଖୋର୍ଦ୍ଧା,ପୁରୀ, ବାଲେଶ୍ୱରରୁ ଜଣେ ଲେଖାଏ ଆଖି ବୁଜିଛନ୍ତି।

 

 

ଆହୁରି ପଢ଼ନ୍ତୁ

You might also like