ଓଡ଼ିଶାରେ କରୋନା ସ୍ଥିତି; ୬ ଜଣ ଆଖି ବୁଜିଲେ
ଭୁବନେଶ୍ୱର : ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେଉଛି ମହାମାରୀ କରେ।ନା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୬ ଜଣଙ୍କ ପ୍ରାଣ ନେଇଛି କରେ।ନା । ତେବେ ଏ ପର୍ଯ୍ୟନ୍ତ ମେ।ଟରେ ୧୭୮୪ ଜଣଙ୍କ ମୁଣ୍ଡ ନେଇଛି କରେ।ନା ।
ସୂଚନ। ଓ ଲେ।କସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ କାଲି ପୁରୀରୁ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡ଼ା, ଖୋର୍ଦ୍ଧାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
Regret to inform the demise of six numbers of Covid positive patients while under treatment in hospitals.
1.A 33-year-old female of Jharsuguda district who was also suffering from Chronic Kidney Disease & Hypertension.
2.A 56-year-old male of Khordha district.
— H & FW Dept Odisha (@HFWOdisha) December 8, 2020