ମାସ ଭିତରେ ୧୦ ହଜାର ନୂଆ ଆକ୍ରାନ୍ତ ୬୦ ମୃତ

ଚିତ୍ର ମାଧ୍ୟମରେ ଜାଣନ୍ତୁ ରାଜ୍ୟର କରୋନା ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ କରୋନା ବିସ୍ଫୋରଣ। ଏପ୍ରିଲ୍‌ ୫୫, ମେ ମାସରେ ୫୪୩୮, ଜୁନ୍‌ରେ ୩୭୩୨, ଜୁଲାଇ ୧୩୭୩୭ ଆକ୍ରାନ୍ତ ଚିହ୍ନଟ।

ଗତ ମାସ ଭିତରେ ୧୦ ହଜାର ନୂଆ ଆକ୍ରାନ୍ତ।

ସ୍ଥାନୀୟ ସଂକ୍ରମଣ ବି ବଢିବାରେ ଲାଗିଛି। ଏହାର ଗ୍ରାଫ୍‌ ଏହିଭଳଇ ଉପରେ ରହୁଛି।

ରାଜ୍ୟରେ ମୃତ୍ୟୁର ବର୍ଦ୍ଧିତ ହାର ବି ଚମାଇ ଦେଲା ଭଳି।

ଦେଖନ୍ତୁ କେଉଁ ମାସରେ ମୃତ୍ୟୁ ସଂଖ୍ୟା କେମିତି ବଢିଯାଇଛି।

ପ୍ରତିଦିନ ସ୍ଥାନୀୟ ଘଟଣା ବଢ଼ିଚାଲିଛି। ଏମିତି ସ୍ଥାନୀୟ ସଂକ୍ରମଣ ଆଉ କେତେବାଟ  ?

You might also like