• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଚାଷୀ ରାଜନୀତିର ବିକ୍ଷୋଭ ଓ ସମାବେଶ ପ୍ରତିଯୋଗିତାରେ ଯୋଗ ଦେଇଛି କଂଗ୍ରେସ ଦଳ। ଏଥିପାଇଁ ଦଳର କୃଷକ ସେଲ୍ ତଥା କିଷାନ କଂଗ୍ରେସ ଏକ ଶୋଭାଯାତ୍ରାରେ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛି।

କୃଷି ଋଣ ଛାଡ଼, ବୋନସ୍ ପ୍ରଦାନ ଓ ଧାନର MSP ୨୯୩୦ ଟଙ୍କା କରିବାକୁ ଦାବି କରାଯାଇଛି। କଂଗ୍ରେସ ଚେତାବନୀ ଦେଇଛି, ଦାବି ପୂରଣ ନ ହେଲେ ଦିଲ୍ଲୀରେ ନୁହେଁ, ପଲ୍ଲୀରେ ହେବ ଆନ୍ଦୋଳନ। ଉଭୟ ରାଜ୍ୟ ଓ କେନ୍ଦ୍ରକୁ ସତର୍କ କରି ଦଳ କହିଛି, ଋଣ କରି ଚାଷୀ ପିଉଛି ବିଷ, ନବୀନ-ନରେନ୍ଦ୍ର ଆୟୁଷ ଶେଷ।

କଂଗ୍ରେସ କୃଷକ ସେଲ ଆଜି କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛନ୍ତି।

 

 

https://youtu.be/h72v3lcK0YY

Congress-kisan-cell-submits-memo-to-odisha-governor-over-3-point-charter-of-demands
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories