ଚାଷୀଙ୍କୁ ମନେଇବାକୁ କଂଗ୍ରେସର ରଣନୀତି

କଂଗ୍ରେସ୍‌ରେ ମିଶିଲେ ବିଜେଡି ବିଧାୟକ

ବଲାଙ୍ଗିର: ସାଧାରଣ ନିର୍ବାଚନ ପୂର୍ବରୁ ବଲାଙ୍ଗିରରେ କଂଗ୍ରେସର ମେଗା ଶୋ। ଚାଷୀଙ୍କୁ ନିଜ ସପକ୍ଷରେ କରିବା ପାଇଁ  ନୂଆ ରଣନୀତି ଆପଣାଇଛି ଦଳ।

ଏଥିପାଇଁ ଆଜି ବଲାଙ୍ଗିରରେ ଜନ ଜାଗରଣ ସମାବେଶର ଆୟୋଜନ କରିଛି କଂଗ୍ରେସ। ରାଜ୍ୟର କୃଷୀ ଋଣ ଛାଡ଼, ଏମ୍ଏସ୍‌ପି ବୃଦ୍ଧି ଏବଂ ସ୍ୱାମିନାଥନ୍ କମିଶନ୍‌ଙ୍କ ଦାବିକୁ ଲାଗୁ କରିବା ପାଇଁ ଦଳ ପକ୍ଷରୁ ଦାବି ରହିଛି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଂପାଦକ ମୁସ୍ତାନ ଅଲ୍ଲି ସମେତ ଅନ୍ୟ ବରିଷ୍ଠ ନେତା ଯୋଗଦେଇଛନ୍ତି। ଏହି ଅବସରରେ କଂଗ୍ରେସର ମିଶିଛନ୍ତି ଲୋଇସିଂହାର ପୂର୍ବତନ ବିଜେଡି ବିଧାୟକ ରମାକାନ୍ତ ସେଠ।

ଆହୁରି ପଢ଼ନ୍ତୁ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

ଜେଲ୍‌ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ

‘ପ୍ରତିଦିନ ହୋଲସେଲ୍ ଓ ଖୁଚୁରା ଦୋକାନ ଯାଞ୍ଚ କର’

ଏଣିକି ଯୋଗାଣ ବିଭାଗର ୪ ବ୍ୟବସ୍ଥା ଅନଲାଇନ୍‌

You might also like