ଛତିଶଗଡ଼ ମନ୍ତ୍ରୀ ଟି.ଏସ୍ ସିଂଦେଓଙ୍କୁ ଓଡ଼ିଶା କଂଗ୍ରେସ ଦାୟିତ୍ୱ
ଭୁବନେଶ୍ୱର : ଛତିଶଗଡ଼ ମନ୍ତ୍ରୀ ଟି.ଏସ୍ ସିଂଦେଓଙ୍କୁ ମିଳିଲା ଓଡ଼ିଶା କଂଗ୍ରେସ ଦାୟିତ୍ୱ। ସିଂଦେଓଙ୍କୁ ସାମୟିକ ଭାବେ ଓଡ଼ିଶାର ଇନ୍ଚାର୍ଜ ଭାବେ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ତେବେ ଜିତେନ୍ଦ୍ର ସିଂହ ପୂର୍ବପରି ପ୍ରଭାରୀ ଦାୟିତ୍ୱରେ ରହିବେ। ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ଏହି ସୂଚନା ଦିଆଯାଇଛି।
ଭୁବନେଶ୍ୱର : ଛତିଶଗଡ଼ ମନ୍ତ୍ରୀ ଟି.ଏସ୍ ସିଂଦେଓଙ୍କୁ ମିଳିଲା ଓଡ଼ିଶା କଂଗ୍ରେସ ଦାୟିତ୍ୱ। ସିଂଦେଓଙ୍କୁ ସାମୟିକ ଭାବେ ଓଡ଼ିଶାର ଇନ୍ଚାର୍ଜ ଭାବେ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି।
ତେବେ ଜିତେନ୍ଦ୍ର ସିଂହ ପୂର୍ବପରି ପ୍ରଭାରୀ ଦାୟିତ୍ୱରେ ରହିବେ। ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ଏହି ସୂଚନା ଦିଆଯାଇଛି।