• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର/କଟକ: କମିଶନରେଟ୍‌ ପୁଲିସ୍‌ରେ ବଡ଼ ଧରଣର ବଦଳି ହୋଇଛି। ଏଡିସିପି, ଏସିପି ଏବଂ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ  କରାଯାଇଛି। ଏଥିସହ କଟକ ଓ ଭୁବନେଶ୍ୱରର ମୋଟ ୨୬ଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି।

ଗିରିଜା ଶଙ୍କର ଚକ୍ରବର୍ତ୍ତୀ କ୍ୟାପିଟାଲ ଥାନାର ଆଇଆଇସି ହୋଇଛନ୍ତି। ଅରୁଣ କୁମାର ସ୍ୱାଇଁ ନୟାପଲ୍ଲୀ ଥାନାଧିକାରୀ ହୋଇଛନ୍ତି। ଖଣ୍ଡଗିରି ଥାନା ଆଇଆଇସି ହୋଇଛନ୍ତି ରଶ୍ମୀରଞ୍ଜନ ମହାପାତ୍ର। ସେହିପରି ବିଶ୍ୱରଞ୍ଜନ ନାୟକ ହେଲେ ଚନ୍ଦ୍ରଶେଖରପୁର ଥାନା ଆଇଆଇସି। ଅମିତାଭ ମହାପାତ୍ର ହେଲେ ଖାରବେଳନଗର ଥାନା ଆଇଆଇସି।

ଅନ୍ୟପକ୍ଷରେ ହିମାଂଶୁ ଭୂଷଣ ସ୍ୱାଇଁ ହେଲେ ବାଦାମବାଡ଼ି ଥାନା ଆଇଆଇସି। ରବି ନାରାୟଣ ଭଞ୍ଜ ହେଲେ ମାଲଗୋଦାମ ଥାନାଧିକାରୀ। ମନୋଜ ରୋଶନ ବିଲୁଙ୍ଗ ମଧୁପାଟଣା ଥାନା ଆଇଆଇସି ହୋଇଛନ୍ତି। ଏମିତି ୨୬ଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି।

Commissionerate-police-transfers-iic-of-26-police-stations-in-cuttack-and-bhubaneswar-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories