• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କଟକ: ପୋଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ ଆହତ। କମିଶନରେଟ୍ ପୋଲିସ୍ ସ୍ପେଶାଲ ସ୍କ୍ୱାର୍ଡ଼ କଲା ଏନକାଉଣ୍ଟର। ସୂଚନା ଅନୁସାରେ,  ବାବୁର ବାମ ଗୋଡ଼ରେ ଗୁଳି ବାଜିଛି। ପୋଲିସ ଗୁଳିରେ ଆହତ ହୋଇ SCB ମେଡିକାଲରେ ଭର୍ତ୍ତି ହୋଇଛି। ବାବୁ ନାଁରେ କଟକର ବିଭିନ୍ନ ଥାନାରେ ୨୧ଟି ମାମଲା ରହିଛି। ତେବେ ଅପରାଧ କମାଇବାକୁ ଏହି ଏନକାଉଂଟର ହୋଇଥିବା କୁହାଯାଉଛି।

ଗୁଳି ବିନିମୟରେ ୨ ଜଣ ପୋଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଦରଘା ବଜାର ଥାନା IIC, ସ୍ପେଶାଲ ସ୍କ୍ବାର୍ଡ଼ର ଜଣେ ହାବିଲଦାର ଆହତ ହୋଇଥିବା ସୂଚନା ମିଳିଛି। ବାବୁ ନିକଟରୁ ୧ ବନ୍ଧୁକ, ୨ ରାଉଣ୍ଡ ଗୁଳି ଓ ଗୋଟିଏ ବାଇକ୍ ଜବତ ହୋଇଛି। ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ସହଯୋଗୀ ଶେଖ୍ ବାବୁ ପୂର୍ବରୁ ମଧ୍ୟ ଥରେ ପୋଲିସ୍ ଏନକାଉଂଟର ଆହତ ହୋଇଥିଲା ବୋଲି ଜଣାପଡ଼ିଛି।

 

Commissionerate-police-encounter
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories