କଟକରେ କମିଶନରେଟ ପୁଲିସର ଗଣଦୌଡ଼
କଟକ : କମିଶନରେଟ୍ ପୁଲିସର ୧୧ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଗଣଦୌଡ଼ ଆୟୋଜିତ ହୋଇଛି। କଟକ ପୁଲିସ ରିଜର୍ଭ ପଡ଼ିଆରେ ଏହି ଗଡ଼ଦୌଡ଼ ହୋଇଥିଲା। ଚଳିତ ବର୍ଷ ଦୌଡ଼କୁ ହଁ ଏବଂ ନିଶାକୁ ନାଁ ଥିମ୍ରେ ଏହି ଦୌଡ଼ ଆୟୋଜିତ ହୋଇଛି। ଏହି ଅବସରରେ ପୁଲିସ କମିଶନର୍ ସତ୍ୟଜିତ୍ ମହାନ୍ତିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ କଳାକାର ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।
କଟକ : କମିଶନରେଟ୍ ପୁଲିସର ୧୧ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଗଣଦୌଡ଼ ଆୟୋଜିତ ହୋଇଛି। କଟକ ପୁଲିସ ରିଜର୍ଭ ପଡ଼ିଆରେ ଏହି ଗଡ଼ଦୌଡ଼ ହୋଇଥିଲା।
ଚଳିତ ବର୍ଷ ଦୌଡ଼କୁ ହଁ ଏବଂ ନିଶାକୁ ନାଁ ଥିମ୍ରେ ଏହି ଦୌଡ଼ ଆୟୋଜିତ ହୋଇଛି। ଏହି ଅବସରରେ ପୁଲିସ କମିଶନର୍ ସତ୍ୟଜିତ୍ ମହାନ୍ତିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ କଳାକାର ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।