ଏନ୍‌କାଉଣ୍ଟରରେ PLFI କମାଣ୍ଡର ବିଜୟ ଡାଙ୍ଗ ମୃତ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡରେ ସୁରକ୍ଷାକର୍ମୀଙ୍କୁ ସଫଳତା। କୋଲାବିରା ଝପଲା ଜଙ୍ଗଲରେ PLFI କମାଣ୍ଡର ବିଜୟ ଡାଙ୍ଗକୁ ଏନ୍‌କାଉଣ୍ଟର କରିଛନ୍ତି ଯବାନ। PLFI କମାଣ୍ଡର ବିଜୟ କିଛି ଦିନ ଧରି ଝାଡ଼ଖଣ୍ଡ-ଓଡ଼ିଶା ସୀମାରେ ବେଶ୍ ସକ୍ରିୟ ଥିଲା।ବିଭିନ୍ନ ଅପରାଧିକ ମାମଲା ବିଜୟ ନାଁରେ ରହିଛି।

ମୃତ PLFI କମାଣ୍ଡରର ଘର ସୁନ୍ଦରଗଡ଼ ରାୟବଗା ଅଞ୍ଚଳରେ ବୋଲି ସୂଚନା ମିଳିଛି।

You might also like