ଭୁବନେଶ୍ୱର: ବାତ୍ୟାରେ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ଓଡ଼ିଶା। ରାଜ୍ୟର ଅନେକ ଜିଲ୍ଲା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ପ୍ରଭାବିତଙ୍କୁ ସହାୟତା କରିବାକୁ ରାଜ୍ୟ ସରକାର ଆହ୍ୱାନ ଦେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ପ୍ରଦାନ କରିବାକୁ ଦୁଇଟି ଆକାଉଣ୍ଟ ନମ୍ବର ଜାରି ହୋଇଛି। ପ୍ରଥମ ଆକାଉଣ୍ଟ ନମ୍ବର ହେଲା-11109339165 ,ଏହାର IFSC କୋଡ୍ ହେଉଛି SBIN 0010236, ଅନ୍ୟ ଏକ ଆକାଉଣ୍ଟ ନମ୍ବର ହେଲା 10566116417, ଏହାର IFSC କୋଡ୍ ହେଲା SBIN0006606 ।
ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ଅଫିସିଆଲ ୱେବସାଇଟ onlinesbi.comକୁ ଯାଇ ସହାୟତା ପ୍ରଦାନ କରିହେବ।