• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Mihir Pattnayak

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଗସ୍ତ କରି ପ୍ରଭୁ ଶ୍ରୀବଳଦେବ ଜିଉଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଆଜି ଅପରାହ୍ଣରେ ମାଉସୀମା ମନ୍ଦିର ନିକଟ ହେଲିପ୍ୟାଡେର ଓହ୍ଲାଇ ନବୀନ ବଳଦେବ ଜିଉ ମନ୍ଦିରରେ ପହଞ୍ଚିଥିଲେ ଓ ପରେ ସ୍ନାନ ମଣ୍ଡପକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।  ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଜେଡି ବିଧାୟକ ଓ ବରିଷ୍ଠ ନେତା ମନ୍ଦିରରେ ଦର୍ଶନ କରିଥିଲେ। ବାହାରେ ବହୁ ଦଳୀୟ କର୍ମୀଙ୍କ ଭିଡ଼ ଜମିଥିଲା । ଏହି ଅବସରରେ ଶ୍ରୀବଳଦେବ ଜୀଉ ମନ୍ଦିର ଓ ପାରିପାର୍ଶ୍ୱିକ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୨ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେଥିରେ ଝୁଲଣ ମଣ୍ଡପ ପୁନରୁଦ୍ଧାର, ଉତ୍ତର ପାର୍ଶ୍ୱ ପାଚେରୀ, କଲ୍ୟାଣ ମଣ୍ଡପ ଓ ତା ନିକଟରେ ଶୌଚାଳୟ ଆଦି ନିର୍ମାଣ କରାଯିବ।

Cm-announces-2-crore-package-for-the-development-of-baladevjew-temple-kendrapara
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories